Homeଜିଲ୍ଲା ପରିକ୍ରମାକୋରାପୁଟକୋରାପୁଟ ଆନ୍ଧ୍ର ସିମାନ୍ତରେ ଏନ୍ କାଉଣ୍ଟରରେ ୫ ମାଓବାଦୀ ନିହତ କୋରାପୁଟ ଆନ୍ଧ୍ର ସିମାନ୍ତରେ ଏନ୍ କାଉଣ୍ଟରରେ ୫ ମାଓବାଦୀ ନିହତ Manas Kumar Rout | May 8, 2019 | Spread the love କୋରାପୁଟ ୮/୫ (ସନ୍ଧାନ ନିୟୁଜ) ଆଜି ଡିଭିଏଫ୍ ,ଏସଓଜି ପକ୍ଷରୁ କୋରାପୁଟ ଆନ୍ଧ୍ର ସିମାନ୍ତ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ବେଳେ ସୁରକ୍ଷା କର୍ମି ଏନ୍ କାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିବା ପୁଲିସ ନିକଟରୁ ସୁଚନା ମିଳିଛି ।ଆନ୍ଧ୍ର ସୀମା ପାଡ଼ୁଆ ଥାନା କିଟୁଆକାନ୍ତି ଜଙ୍ଗଲରେ ଏନ୍କାଉଣ୍ଟର ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି।ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ୨ ଜଣ ପୁରୁଷ ଅଛନ୍ତି। ଡିଭିଏଫ୍, ଏସ୍ଓଜି ପକ୍ଷରୁ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ବେଳେ ଏନ୍କାଉଣ୍ଟର ହୋଇଥିଲା। ମୃତ ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କୋରାପୁଟ ଏସ୍ପି କନୱାର ବିଶାଲ ସିଂହ ସୂଚନା ଦେଇଛନ୍ତି। Related Posts ଦେଶରେ ବଢିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪୦ ମୃତ July 28, 2021 | Sandhan News | ଅଧିକ ପଢନ୍ତୁ ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ, ଜଣେ ଅଟକ : ଦୁଇ ଚମ୍ପଟ : ତଦନ୍ତ ଅବ୍ୟାହତ September 14, 2023 | Hemanta Bhainsa | ଅଧିକ ପଢନ୍ତୁ ରଣପୁର ବ୍ଲକ ରେ ଭିନ୍ନକ୍ଷମ ଙ୍କୁ ସାମାଜିକ ସୁରକ୍ଷା ମିଳିବାରେ ବିଳମ୍ବ November 22, 2020 | Biswajit Parida | ଅଧିକ ପଢନ୍ତୁ ଏବେ ବି ସମସ୍ୟା ଘେରରେ ରାଇକଳାବାସୀ January 22, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଦେଶରେ ବଢିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪୦ ମୃତ July 28, 2021 | Sandhan News | ଅଧିକ ପଢନ୍ତୁ
ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ, ଜଣେ ଅଟକ : ଦୁଇ ଚମ୍ପଟ : ତଦନ୍ତ ଅବ୍ୟାହତ September 14, 2023 | Hemanta Bhainsa | ଅଧିକ ପଢନ୍ତୁ
ରଣପୁର ବ୍ଲକ ରେ ଭିନ୍ନକ୍ଷମ ଙ୍କୁ ସାମାଜିକ ସୁରକ୍ଷା ମିଳିବାରେ ବିଳମ୍ବ November 22, 2020 | Biswajit Parida | ଅଧିକ ପଢନ୍ତୁ