Homeଜିଲ୍ଲା ପରିକ୍ରମାକୋରାପୁଟକୋରାପୁଟ ଆନ୍ଧ୍ର ସିମାନ୍ତରେ ଏନ୍ କାଉଣ୍ଟରରେ ୫ ମାଓବାଦୀ ନିହତ କୋରାପୁଟ ଆନ୍ଧ୍ର ସିମାନ୍ତରେ ଏନ୍ କାଉଣ୍ଟରରେ ୫ ମାଓବାଦୀ ନିହତ Manas Kumar Rout | May 8, 2019 | Spread the love କୋରାପୁଟ ୮/୫ (ସନ୍ଧାନ ନିୟୁଜ) ଆଜି ଡିଭିଏଫ୍ ,ଏସଓଜି ପକ୍ଷରୁ କୋରାପୁଟ ଆନ୍ଧ୍ର ସିମାନ୍ତ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ବେଳେ ସୁରକ୍ଷା କର୍ମି ଏନ୍ କାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିବା ପୁଲିସ ନିକଟରୁ ସୁଚନା ମିଳିଛି ।ଆନ୍ଧ୍ର ସୀମା ପାଡ଼ୁଆ ଥାନା କିଟୁଆକାନ୍ତି ଜଙ୍ଗଲରେ ଏନ୍କାଉଣ୍ଟର ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି।ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ୨ ଜଣ ପୁରୁଷ ଅଛନ୍ତି। ଡିଭିଏଫ୍, ଏସ୍ଓଜି ପକ୍ଷରୁ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ବେଳେ ଏନ୍କାଉଣ୍ଟର ହୋଇଥିଲା। ମୃତ ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କୋରାପୁଟ ଏସ୍ପି କନୱାର ବିଶାଲ ସିଂହ ସୂଚନା ଦେଇଛନ୍ତି। Related Posts ବାରବାଟୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକଙ୍କ ପରଲୋକ October 8, 2021 | Sandhan News | ଅଧିକ ପଢନ୍ତୁ ବରାଳପୋଖରୀରେ ଅଗ୍ନିକାଣ୍ଡ :6 ବଖରା ଭସ୍ମୀଭୂତ November 24, 2019 | Sandhan News | ଅଧିକ ପଢନ୍ତୁ ଚଣ୍ଡିଖୋଲରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ June 4, 2018 | Santosh Rout | ଅଧିକ ପଢନ୍ତୁ ପୋଲିସ ମାଡରେ ଯୁବକ ଗୁରୁତର July 15, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବାରବାଟୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକଙ୍କ ପରଲୋକ October 8, 2021 | Sandhan News | ଅଧିକ ପଢନ୍ତୁ