ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଭେଟିଲେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବ୍ରଜ ମୋହନ ରାମଙ୍କୁ ଭେଟି ବିକଶିତ ଓଡିଶା ଓ ବିକଶିତ ଭାରତ ଯୋଜନା ସମ୍ପାର୍କ ରେ ଆଲୋଚନା କରିଥଲେ।୨୦୩୬ଓ ୨୦୪୭ ପାଇଁ ଏକ ଦୀର୍ଘମିଆଦୀ ଯୋଜନାର ବ୍ଲୁ ପ୍ରିଣ୍ଟ ଦେଖାଇ ଥିଲେ। ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିରର ସଂପର୍କ ରେ ଏକ ଦୀର୍ଘ ମିଆଦୀ ଯୋଜନା ସଂପର୍କ ରେ ଆଲୋଚନା କରି ଥିଲେ। ଓଡିଶା ରେ ଥିବା ସମସ୍ତ ଐତିହାସିକ ଭିତ୍ତି ଭୂମିର ବିକାଶ ପାଇଁ ସରକାର ନେଇଥିବା ନିଷ୍ପତି ସଂପର୍କ ରେ ରାଜ୍ୟପାଳ ଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଅବଗତ କରାଇଥିଲେ।ନ।
ଲୋକ ଭବନରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ
|
November 14, 2026 |



