ଶିଶୁ ର ବିକାଶ କ୍ଷେତ୍ରରେ ଆଜି ମଧ୍ୟ କୁସୁମୁରା ପଞ୍ଚାୟତ ର ସାକୋବାହାଲ ଗ୍ରାମ ଅବହେଳିତ

ସୁନ୍ଦରଗଡ ତା:୧୪/୧୨/୨୦୨୫(ସନ୍ଧାନ ନ୍ୟୁଜ)  ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିସଙ୍କରା ବ୍ଲକ ର କୁସୁମୁରା ପଞ୍ଚାୟତର ସାଙ୍କୋବାହାଲ୍ ଗ୍ରାମ ସ୍ୱାଧିନତାର ୭୮ ବର୍ଷ ବିତିଗଲେ ମଧ୍ୟ ଆଜି ଅବହେଳିତ ହୋଇ ପଡ଼ି ରହିଛି ।  ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ପର୍ଯ୍ୟନ୍ତ ନିଘୋଡ଼ ନିଦ୍ରାରେ ସୋଇଥିବା  ଏକ ବଡ …