ଗଣତନ୍ତ୍ର ବଞ୍ଚାଅ ଓ ଅରାଜକତା ହଟାଓ କାର୍ଯକ୍ରମ ରେ ଯୋଗ ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ ମାନ୍ୟବର ଶିବରାଜ ସିଂ ଚୌହାନ

Spread the love

ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ଗଣତନ୍ତ୍ର ବଞ୍ଚାଅ ଓ ଅରାଜକତା ହଟାଓ କାର୍ଯକ୍ରମକୁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦଘାଟନ କରିଥିଲେ। ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଉପସ୍ଥିତ ରହି କଂଗ୍ରେସ କିପରି ଦେଶ କୁ ଧଂସ୍ଵ ଆଡକୁ ଟାଣି ନେଉଛି ସେ ସଂପର୍କ ରେ ମତ ପ୍ରକାଶ କରିଥିଲେ। ଜନ ସାଧାରଣ ଙ୍କୁ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ କଂଗ୍ରେସ ଦଳର କିଛି ନୀତି ଆଦର୍ଶ ନାହିଁ। ଦେଶ କୁ ନଷ୍ଟ କରିବାକୁ ଅଣ୍ଟା ଭିଡି ଛିଡ଼ା ହୋଇଛି କଂଗ୍ରେସ। ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଲୋକେ କଂଗ୍ରେସ କୁ ଦୃଦ ଜବାବ ଦେବେ ବୋଲି ମୂଖ୍ୟମନ୍ତ୍ରୀ। ମୋହନ ଚରଣ ମାଝୀ ପ୍ରକାଶ କରିଥିଲେ।

Related Posts

About The Author

Add Comment