ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା

ସୁନ୍ଦରଗଡ ତା:୧୭/୧୦/୨୦୨୬(ସନ୍ଧାନ ନ୍ୟୁଜ) ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଳେଇକାନୀ ଗ୍ରାମପଞ୍ଚାୟତର ଧନିଆଁପୁଞ୍ଜି ଗ୍ରାମର ବିମଳା ବରିହାଙ୍କୁ ଦୀର୍ଘ ଛଅ ମାସ ହେଲା ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି। ଭତ୍ତା ଟଙ୍କା ମିଳୁନଥିବାରୁ ତାଙ୍କୁ ଦୈନନ୍ଦିନ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନର ବ୍ୟବସ୍ଥା ଥିବାବେଳେ ବିମଳା …