sandhan@sambalpur@news Archive

ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୫୯. ୭୦ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍‌ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି

ଜଙ୍ଗଲି ହାତୀର ଆତଙ୍କରେ ଥରହର କଳିଙ୍ଗନଗର ଆଦିବାସୀ ଗ୍ରାମ। ୨ମାସ ର ରହଣି କାଳରେ ନଷ୍ଟ କରିଛି ବହୁ ଧନସମ୍ପତି। ହାତୀ ଆତଙ୍କରେ ଘରେ ରହୁନାହାନ୍ତି ଅଞ୍ଚଳବାସୀ। ଆଜକୁ ୬୩ ଦିନ ଶିଳ୍ପାଞ୍ଚଳରେ ଦନ୍ତା ହାତୀ।