ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା

Spread the love

ବାରିପଦା ୩/୧୦ (ସନ୍ଧାନ ନିୟୁଜ/ ଲିଙ୍ଗରାଜ ପଣ୍ଡା) ;- ଭାରତୀୟ ଜନତା ପାଟିର ରାଷ୍ଟ୍ରୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ଟିମ୍ ରେ ସାମିଲ ହୋଇଛନ୍ତି । ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ଙ୍କୁ ଆଜି ମୟୁରଭଞ୍ଜ ଜିଲ୍ଲାରେ ଜିଲ୍ଲାବାସୀମାନେ ଫୁଲଗୁଚ୍ଛଦେଇସମ୍ବର୍ଦ୍ଧନା କରିଛନ୍ତି । ଏହାକୁ ନେଇ ଜିଲ୍ଲା ବିଜେପିରେ ଖୁସିର ଲହରି ଖେଳି ଯାଇଛି । ଜିଲ୍ଲା ର ବିଭିନ୍ନ ବର୍ଗ ରୁ ସାଂସଦକୁ ଶୁଭେଛା ଦିଆଯାଇଛି । ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସାରେନ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଜିଲ୍ଲା ସଭାପତି କାନ୍ଦ୍ରା ସରେ, ପୂର୍ବତନ ଜିଲ୍ଲା ସାଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର । ଉଦଳା ବିଧାୟକ ଭାଷ୍କର ମଢେଇ ,ବରିଷ୍ଠ ବିଜେପି ନେତା ଛାଟେଲାଲ ମହାନ୍ତ, ପୂର୍ବତନ ବିଧାୟକ ବିରାମ ମୁର୍ମୁ , ପୂର୍ବତନ ସାଂସଦ ଲକ୍ଷବଚ୍ଚ ଟୁଡୁ, ଜୀବନ ସାହୁ, ପରେଶ ମହାନ୍ତ, ନିହାର ମାଦୀ , ସୁଗଦା ମୁର୍ମୁ , ସଂଜୀବ ମହାନ୍ତି , ବଂଶୀଧର ଦାସ , ବିଜୟ ଦାସ , ନିରଞ୍ଜନ ଦାସ, ଲକ୍ଷ୍ମୀଧର ହା?ଡା , ହେମନ୍ତ ଶାହା , ସାଂସଦ ପ୍ରତିନିଧି ପ୍ରଦୁବ ମହାନ୍ତି , ଦେବାନନ୍ଦ ମୁର୍ମୁ , ପ୍ରବୀଣ ପାତ୍ର ଯୁବ ମାର୍ଚ୍ଚା ସଭାପତି କୁମାର ମଙ୍ଗଳମ , ଦେବବ୍ରତ ସାମଲ, ଦୀପକ ମଲ୍ଲୀକ , ସାମନାଥ ବେହେରା , ସାଂସଦଙ୍କୁ ଅଭୀନନ୍ଦନ ଜଣାଇବା ସହ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ସାହା , ରାଷ୍ଟ୍ରୀୟ ସଭାପତି ଜରପି ନଡ୍ଡୃା ,କେନ୍ଦ୍ରିୟ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ମୟୂରଭଞ୍ଜ ଜିଲ୍ଲା ଭଳି ଏକ ବୃହତ ଆଦିବାସୀ ଅଧୁଷିତ ଜିଲ୍ଲାକୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବାରୁ ଜିଲ୍ଲ ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛନ୍ତି ।

Related Posts

About The Author

Add Comment