Homeଜିଲ୍ଲା ପରିକ୍ରମାକଟକକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ Manas Kumar Rout | May 5, 2019 | Spread the love ଭୁବନେଶ୍ୱର,୫/୫ (ସନ୍ଧାନ ନିୟୁଜ) ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା ଏବଂ ଫନି ତାଣ୍ଡବ ରଚିଥିବା ଅଞ୍ଚଳକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନିଜ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। Related Posts ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଳିଗଲା ଆରକେଡି ସଂସ୍ଥାର ଗ୍ରେଡର ମେସିନ୍ May 23, 2022 | Sandhan News | ଅଧିକ ପଢନ୍ତୁ ଆଜିର ତେଲଦର : ପେଟ୍ରୋଲ ୨୧ ପଇସା, ଡିଜେଲ ୧୯ ପଇସା କମିଲା November 4, 2018 | Santosh Rout | ଅଧିକ ପଢନ୍ତୁ ଫାଶୀ ଲଗାଇ ଝୁଲିପଡିଲେ ନାବାଳିକା December 31, 2020 | Sandhan News | ଅଧିକ ପଢନ୍ତୁ ରାସ୍ତା କଡ଼ରୁ ଔଷଧ ମିଳିବା ଘଟଣା: ୨ ଜଣ ଏଏନ୍ଏମ୍ ନିଲମ୍ବିତ December 19, 2025 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଳିଗଲା ଆରକେଡି ସଂସ୍ଥାର ଗ୍ରେଡର ମେସିନ୍ May 23, 2022 | Sandhan News | ଅଧିକ ପଢନ୍ତୁ
ରାସ୍ତା କଡ଼ରୁ ଔଷଧ ମିଳିବା ଘଟଣା: ୨ ଜଣ ଏଏନ୍ଏମ୍ ନିଲମ୍ବିତ December 19, 2025 | Manas Kumar Rout | ଅଧିକ ପଢନ୍ତୁ