Homeଜିଲ୍ଲା ପରିକ୍ରମାକଟକକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ Manas Kumar Rout | May 5, 2019 | Spread the love ଭୁବନେଶ୍ୱର,୫/୫ (ସନ୍ଧାନ ନିୟୁଜ) ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା ଏବଂ ଫନି ତାଣ୍ଡବ ରଚିଥିବା ଅଞ୍ଚଳକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନିଜ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। Related Posts 5 key challenges before new UP BJP chief: Improving coordination with govt to tackling Samajwadi Party’s PDA pitch December 14, 2025 | Manas Kumar Rout | ଅଧିକ ପଢନ୍ତୁ ଟ୍ରାନସ୍ଫର୍ମର ଯନ୍ତ୍ର୍ରାଂଶ ଚୋରି ଅଭିଯୋଗରେ ୩ ଗିରଫ October 6, 2020 | Sandhan News | ଅଧିକ ପଢନ୍ତୁ ୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା May 18, 2020 | Manas Kumar Rout | ଅଧିକ ପଢନ୍ତୁ ସଡକ ଦୁର୍ଘଟଣାରେ 3 ମୃତ, 2 ଗୁରୁତର April 16, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
5 key challenges before new UP BJP chief: Improving coordination with govt to tackling Samajwadi Party’s PDA pitch December 14, 2025 | Manas Kumar Rout | ଅଧିକ ପଢନ୍ତୁ