Homeଜିଲ୍ଲା ପରିକ୍ରମାପୁରୀସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି Sandhan News | October 15, 2019 | Spread the love ପୁରୀ, ୧୫/୧୦ (ସନ୍ଧାନ ନିଉଜ) : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଦିଗବାରେଣି ଖୁଣ୍ଟି ନିକଟରେ ୨ ଜଣ ଯୁବକ ଭାସି ଯାଇଥିବା ଜଣାପଡ଼ିଛି। ଲାଇଫ ଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। Related Posts ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ବନବାସୀସେବା ସମିତି ପରିଦର୍ଶନ February 22, 2024 | Hemanta Bhainsa | ଅଧିକ ପଢନ୍ତୁ ଗୋ ସମ୍ମାନ ଆହ୍ୱାନ ଅଭିଯାନ ପ୍ରସ୍ତୁତି ବୈଠକ ନାମ ମନ୍ଦିରେ ଅନୁଷ୍ଠିତ। March 13, 2026 | Santosh Rout | ଅଧିକ ପଢନ୍ତୁ ୨୪ ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ September 8, 2021 | Sandhan News | ଅଧିକ ପଢନ୍ତୁ କାର ସହ ଗଞ୍ଜେଇ ଜବତ: ଜଣେ ଗିରଫ February 26, 2021 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ବନବାସୀସେବା ସମିତି ପରିଦର୍ଶନ February 22, 2024 | Hemanta Bhainsa | ଅଧିକ ପଢନ୍ତୁ
ଗୋ ସମ୍ମାନ ଆହ୍ୱାନ ଅଭିଯାନ ପ୍ରସ୍ତୁତି ବୈଠକ ନାମ ମନ୍ଦିରେ ଅନୁଷ୍ଠିତ। March 13, 2026 | Santosh Rout | ଅଧିକ ପଢନ୍ତୁ