Homeଜିଲ୍ଲା ପରିକ୍ରମାପୁରୀସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି Sandhan News | October 15, 2019 | Spread the love ପୁରୀ, ୧୫/୧୦ (ସନ୍ଧାନ ନିଉଜ) : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଦିଗବାରେଣି ଖୁଣ୍ଟି ନିକଟରେ ୨ ଜଣ ଯୁବକ ଭାସି ଯାଇଥିବା ଜଣାପଡ଼ିଛି। ଲାଇଫ ଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। Related Posts ଡାକ୍ତର ନାହାନ୍ତି ରୋଗୀ ହନ୍ତତନ୍ତ December 13, 2020 | 2005lindadavis1989 | ଅଧିକ ପଢନ୍ତୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ April 28, 2020 | Manas Kumar Rout | ଅଧିକ ପଢନ୍ତୁ ପ୍ରଥଭ୍ରଷ୍ଟା ଯୁବ ସମାଜ ପାଇଁ ମୋ ତରଫରୁ ପଦୁଟିଏ March 26, 2022 | Sandhan News | ଅଧିକ ପଢନ୍ତୁ ଧର୍ମଶାଳା: ଗୋଖାଦ୍ୟ ରିଲିଫ ଯୋଗାଣରେ ବ୍ୟାପକ ହରିଲୁଟ May 13, 2019 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.