ଦୁର୍ନୀତି କଲେ ଚାକିରୀ ଯିବା ସହିତ ଦଣ୍ଡ ମିଳିବ

Spread the love

ଭୁବନେଶ୍ୱର ରାଜ୍ଵସ ବିଭାଗ ର ଅତିରିକ୍ତ ଶାସନ ସଚିବ ଡକ୍ଟର ଅରବିନ୍ଦ ପ୍ରସାଦ ପାଢ଼ୀ ଏକ ଚିଠି ମାଧ୍ୟମ ରେ ORS ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଲେଖିଛନ୍ତି ଯଦି କୌଣସି ଅଧିକାରୀ ଦୁର୍ନୀତି କରନ୍ତି ତେବେ ତାଙ୍କୁ ବହିଷ୍କାର କରିବା ସହିତ କଠୋର ଦଣ୍ଡ ମିଳିବ। ଦୁର୍ନିତି କଲେ ବିଭାଗ ର ସମ୍ମାନ ହାନି ସହିତ ସରକାର ଙ୍କ ଭାବମୂର୍ତ୍ତି ରେ ଆଞ୍ଚ ଆସି ଥାଏ। ଏଭଳି ହିନ କର୍ମ ରୁ ଦୂରେଇ ରହିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ପାଢ଼ୀ ସୂଚନା ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜସନ୍ଧାନ।

Related Posts

About The Author

Add Comment