Homeଜିଲ୍ଲା ପରିକ୍ରମାପୁରୀସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି Sandhan News | October 15, 2019 | Spread the love ପୁରୀ, ୧୫/୧୦ (ସନ୍ଧାନ ନିଉଜ) : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଦିଗବାରେଣି ଖୁଣ୍ଟି ନିକଟରେ ୨ ଜଣ ଯୁବକ ଭାସି ଯାଇଥିବା ଜଣାପଡ଼ିଛି। ଲାଇଫ ଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। Related Posts ଥମୁନି ‘ମମିତା ମର୍ଡର’ ତାତି, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଉଠୁଛି ପଡୁଛି ରାଜ୍ୟ October 28, 2021 | Sandhan News | ଅଧିକ ପଢନ୍ତୁ ହରିପୁର ଗ୍ରାମର ଛଇ ଛନ୍ଦିଆଣୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ January 25, 2022 | Manas Kumar Rout | ଅଧିକ ପଢନ୍ତୁ ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ବ୍ରାଉନ୍ ସୁଗର ଚାଲାଣକାରୀ ଗିରଫ September 25, 2021 | Sandhan News | ଅଧିକ ପଢନ୍ତୁ ମଦ ନେଉଛି ଜୀବନ: ୩୦ ବର୍ଷରେ ନେଲାଣି ୨୪୧ ମୁଣ୍ତ May 4, 2019 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଥମୁନି ‘ମମିତା ମର୍ଡର’ ତାତି, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଉଠୁଛି ପଡୁଛି ରାଜ୍ୟ October 28, 2021 | Sandhan News | ଅଧିକ ପଢନ୍ତୁ
ହରିପୁର ଗ୍ରାମର ଛଇ ଛନ୍ଦିଆଣୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ January 25, 2022 | Manas Kumar Rout | ଅଧିକ ପଢନ୍ତୁ
ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ବ୍ରାଉନ୍ ସୁଗର ଚାଲାଣକାରୀ ଗିରଫ September 25, 2021 | Sandhan News | ଅଧିକ ପଢନ୍ତୁ