Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ Santosh Rout | May 31, 2018 | Spread the love16 16Shares ମୟୁରଭଞ୍ଜ, (ସନ୍ଧାନ ନିୟୁଜ୍)- ୪ହଜାରଟଙ୍କା ଲାଞ୍ଚନେବାବେଳେ ମୟୁରଭଞ୍ଜ ଭିଜିଲାନ୍ସ ହାତରେ ଧରାପଡିଲେ ମୋରଡ଼ାବ୍ଲକ ଦୁର୍ଗାପୁର ପଞ୍ଚାୟତର ଜିପିଟିଏ ଜିପିଟିଏ ରାଜଶ୍ରୀ ସାହୁ। ଠିକାଦାର ଅମରେଶ ବେହେରାଙ୍କ ଠାରୁ ଗାର୍ଡଵାଲ କାମର ବିଲ କରିବା ପାଇଁ ସାତ ହଜାର ଟଙ୍କା ମାଗି ଥିଲେ। ଉକ୍ତ ଘଟଣା ସମ୍ପର୍କରେ ସେ ମୟୁରଭଞ୍ଜ ଭିଜିଲାନ୍ସ ଟିମ ସହିତ ଯୋଗାଯୋଗ କରି ଥିଲେ। ଆଜି ଦିନ ୧୨.୫୦ ମି ସମୟରେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। 16Shares Related Posts ମହାନଦୀ ଗର୍ଭରୁ ମନ୍ଦିର ଚୂଡ଼ ଆବିର୍ଭାବ June 23, 2020 | Sandhan News | ଅଧିକ ପଢନ୍ତୁ ମାଳହାଟର ତ୍ରୟୋଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଓ ୭୫ ତମ ଦିତୀୟ ଦୋଳ ମହୋତ୍ସବ ପ୍ରସ୍ତୁତି ବୈଠକ February 22, 2023 | Santosh Rout | ଅଧିକ ପଢନ୍ତୁ ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ June 20, 2025 | Hemanta Bhainsa | ଅଧିକ ପଢନ୍ତୁ କୋରାପୁଟ ଜିଲ୍ଲାର ବୈପାରିଗୁଡା ଠାରେ ଧୁମଧାମରେ ପାଳିତ ହେଲା ସାବିତ୍ରୀ ବ୍ରତ June 3, 2019 | Sandhan News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ମାଳହାଟର ତ୍ରୟୋଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଓ ୭୫ ତମ ଦିତୀୟ ଦୋଳ ମହୋତ୍ସବ ପ୍ରସ୍ତୁତି ବୈଠକ February 22, 2023 | Santosh Rout | ଅଧିକ ପଢନ୍ତୁ
କୋରାପୁଟ ଜିଲ୍ଲାର ବୈପାରିଗୁଡା ଠାରେ ଧୁମଧାମରେ ପାଳିତ ହେଲା ସାବିତ୍ରୀ ବ୍ରତ June 3, 2019 | Sandhan News | ଅଧିକ ପଢନ୍ତୁ