Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ Santosh Rout | May 31, 2018 | Spread the love16 16Shares ମୟୁରଭଞ୍ଜ, (ସନ୍ଧାନ ନିୟୁଜ୍)- ୪ହଜାରଟଙ୍କା ଲାଞ୍ଚନେବାବେଳେ ମୟୁରଭଞ୍ଜ ଭିଜିଲାନ୍ସ ହାତରେ ଧରାପଡିଲେ ମୋରଡ଼ାବ୍ଲକ ଦୁର୍ଗାପୁର ପଞ୍ଚାୟତର ଜିପିଟିଏ ଜିପିଟିଏ ରାଜଶ୍ରୀ ସାହୁ। ଠିକାଦାର ଅମରେଶ ବେହେରାଙ୍କ ଠାରୁ ଗାର୍ଡଵାଲ କାମର ବିଲ କରିବା ପାଇଁ ସାତ ହଜାର ଟଙ୍କା ମାଗି ଥିଲେ। ଉକ୍ତ ଘଟଣା ସମ୍ପର୍କରେ ସେ ମୟୁରଭଞ୍ଜ ଭିଜିଲାନ୍ସ ଟିମ ସହିତ ଯୋଗାଯୋଗ କରି ଥିଲେ। ଆଜି ଦିନ ୧୨.୫୦ ମି ସମୟରେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। 16Shares Related Posts ଆଜିର ରାଶିଫଳ January 24, 2021 | 2005lindadavis1989 | ଅଧିକ ପଢନ୍ତୁ ‘ମୋମୋ ଚାଲେଞ୍ଜ’ ; କ୍ରାଇମବ୍ରାଞ୍ଚର ସତର୍କ ସୂଚନା ଜାରି September 2, 2018 | Manas Kumar Rout | ଅଧିକ ପଢନ୍ତୁ ଖାଦାନ ସମ୍ମୁଖରେ ୯ ପଂଚାୟତ ବାସୀଙ୍କ ଧାରଣା November 27, 2019 | Sandhan News | ଅଧିକ ପଢନ୍ତୁ ଦିବାଲୋକରେ ଯୁବକଙ୍କୁ ଆକ୍ରମଣ : ନିଷ୍କ୍ରିୟ ସାଜିଛି ଜେନାପୁର ପୋଲିସ May 30, 2019 | Manas Kumar Rout | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଦିବାଲୋକରେ ଯୁବକଙ୍କୁ ଆକ୍ରମଣ : ନିଷ୍କ୍ରିୟ ସାଜିଛି ଜେନାପୁର ପୋଲିସ May 30, 2019 | Manas Kumar Rout | ଅଧିକ ପଢନ୍ତୁ