Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ Santosh Rout | May 31, 2018 | Spread the love16 16Shares ମୟୁରଭଞ୍ଜ, (ସନ୍ଧାନ ନିୟୁଜ୍)- ୪ହଜାରଟଙ୍କା ଲାଞ୍ଚନେବାବେଳେ ମୟୁରଭଞ୍ଜ ଭିଜିଲାନ୍ସ ହାତରେ ଧରାପଡିଲେ ମୋରଡ଼ାବ୍ଲକ ଦୁର୍ଗାପୁର ପଞ୍ଚାୟତର ଜିପିଟିଏ ଜିପିଟିଏ ରାଜଶ୍ରୀ ସାହୁ। ଠିକାଦାର ଅମରେଶ ବେହେରାଙ୍କ ଠାରୁ ଗାର୍ଡଵାଲ କାମର ବିଲ କରିବା ପାଇଁ ସାତ ହଜାର ଟଙ୍କା ମାଗି ଥିଲେ। ଉକ୍ତ ଘଟଣା ସମ୍ପର୍କରେ ସେ ମୟୁରଭଞ୍ଜ ଭିଜିଲାନ୍ସ ଟିମ ସହିତ ଯୋଗାଯୋଗ କରି ଥିଲେ। ଆଜି ଦିନ ୧୨.୫୦ ମି ସମୟରେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। 16Shares Related Posts ଭୟାବହ ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୂତ July 18, 2020 | Sandhan News | ଅଧିକ ପଢନ୍ତୁ ଅଧିକାର ଓ ସୁରକ୍ଷା ନିମନ୍ତେ…. ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା : ୭ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ March 19, 2025 | Hemanta Bhainsa | ଅଧିକ ପଢନ୍ତୁ କଲାଣ୍ଡ ଗ୍ରାମରେ ୪୪ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ ଧୁମ୍ ଧାମ୍ ରେ ପାଳିତ December 18, 2023 | Santosh Rout | ଅଧିକ ପଢନ୍ତୁ ପଦ୍ମଶ୍ରୀ ଉପାଧି ପାଇଥିବା ନନ୍ଦ ସାରଙ୍କ ପରଲୋକ December 8, 2021 | Sandhan News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଅଧିକାର ଓ ସୁରକ୍ଷା ନିମନ୍ତେ…. ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା : ୭ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ March 19, 2025 | Hemanta Bhainsa | ଅଧିକ ପଢନ୍ତୁ
କଲାଣ୍ଡ ଗ୍ରାମରେ ୪୪ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ ଧୁମ୍ ଧାମ୍ ରେ ପାଳିତ December 18, 2023 | Santosh Rout | ଅଧିକ ପଢନ୍ତୁ