Homeଆପଣଙ୍କ ରିପୋର୍ଟକେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କ ପରଲୋକ କେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କ ପରଲୋକ Sandhan News | December 20, 2019 | Spread the love କେରଳ, ୨୦/୧୨ (ସନ୍ଧାନ ନିଉଜ) : କେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କର ଶୁକ୍ରବାର ଦ୍ବିପ୍ରହରରେ ନିଜ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। Related Posts ୫ ଜୁଲାଇରେ ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାର ୩ଟି ଆସନରେ ହେବ ନିର୍ବାଚନ June 15, 2019 | Manas Kumar Rout | ଅଧିକ ପଢନ୍ତୁ ଐତିହାସିକ ବାରୁଣୀ ମେଳା ଗୁପ୍ତଗଂଗା ରେ ଆରମ୍ଭ। March 18, 2026 | Manas Kumar Rout | ଅଧିକ ପଢନ୍ତୁ ଓଡ଼ିଆ ସ୍କୁଲ ମାଟି ମାଡୁ ନାହାନ୍ତି ଅଭିଭାବକ! November 26, 2019 | Biswajit Parida | ଅଧିକ ପଢନ୍ତୁ ନିଶା ବେପାରୀଙ୍କ କୁବେର ଭଣ୍ଡାର, ଚଢାଉ ବେଳେ ୭୫ ଲକ୍ଷ ଟଙ୍କା ଓ ୮କେଜି ସୁନା ଜବତ୍ October 23, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
୫ ଜୁଲାଇରେ ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାର ୩ଟି ଆସନରେ ହେବ ନିର୍ବାଚନ June 15, 2019 | Manas Kumar Rout | ଅଧିକ ପଢନ୍ତୁ
ନିଶା ବେପାରୀଙ୍କ କୁବେର ଭଣ୍ଡାର, ଚଢାଉ ବେଳେ ୭୫ ଲକ୍ଷ ଟଙ୍କା ଓ ୮କେଜି ସୁନା ଜବତ୍ October 23, 2021 | Sandhan News | ଅଧିକ ପଢନ୍ତୁ