Homeଆପଣଙ୍କ ରିପୋର୍ଟକେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କ ପରଲୋକ କେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କ ପରଲୋକ Sandhan News | December 20, 2019 | Spread the love କେରଳ, ୨୦/୧୨ (ସନ୍ଧାନ ନିଉଜ) : କେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କର ଶୁକ୍ରବାର ଦ୍ବିପ୍ରହରରେ ନିଜ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। Related Posts ଗୋଛାପଡାରୁ ଗଂଜେଇ ସହ ବାଇକ ଜବତ, ଜଣେ ଗିରଫ October 11, 2020 | Santosh Rout | ଅଧିକ ପଢନ୍ତୁ ଚାନ୍ଦବାଲି ବିଜେପି ର ନେତା କିଏ ହେବ। March 21, 2026 | Manas Kumar Rout | ଅଧିକ ପଢନ୍ତୁ ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ August 4, 2019 | Manas Kumar Rout | ଅଧିକ ପଢନ୍ତୁ କୋରାପୁଟରୁ ଧରାପଡ଼ିଲା ସାତ କୋଟି ନବେ ଲକ୍ଷ ଟଙ୍କାର ନକଲି ନୋଟ! ୩ ଗିରଫ, ଚାଲାଣ ହେଉଥିଲା ବିଶାଖା ପାଟନମ୍ March 2, 2021 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
କୋରାପୁଟରୁ ଧରାପଡ଼ିଲା ସାତ କୋଟି ନବେ ଲକ୍ଷ ଟଙ୍କାର ନକଲି ନୋଟ! ୩ ଗିରଫ, ଚାଲାଣ ହେଉଥିଲା ବିଶାଖା ପାଟନମ୍ March 2, 2021 | Manas Kumar Rout | ଅଧିକ ପଢନ୍ତୁ