ଯାଜପୁର, ୨୨/୦୫/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍ାରେ ଅବସ୍ଥାପିତ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କର ପୁରୀ ଜିଲ୍ଳ୍ାକୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ବଦଳି ହୋଇଚ୍ଥି । ଏହି ଉପଲକ୍ଷେ ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ଏକ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ସଭାପତିତ୍ୱ କରି କହିଲେ ଯେ, ଦୀର୍ଘ ୯ ବର୍ଷ ଧରି ଶ୍ରୀ ସେଠୀ ଲୋକ ସଂପର୍କ ବିଭାଗର କାର୍ଯ୍ୟକୁ ଅତି ଦକ୍ଷତାର ସହ ସମ୍ପାଦନ କରିଆସିଚ୍ଥନ୍ତି । ଯାହା ପଂଳରେ ଲୋକ ସଂପର୍କ ବିଭାଗର ଆଭିମୁଖ୍ୟ ସାଧାରଣରେ ପ୍ରତିପଂଳିତ ହୋଇପାରିଚ୍ଥି । ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ଜିଲ୍ଳ୍ା ପ୍ରଶାସନ ତାଙ୍କୁ ନିଶ୍ଚିତ ଭାବେ ମନେ ରଖିବ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଶ୍ରୀ ସେଠୀଙ୍କ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠାକୁ ଭୁରି ଭୁରି ପ୍ରଶଂସା କରିବା ସହ ବଦଳି ହୋଇଥିବା କାର୍ଯ୍ୟସ୍ଥଳୀରେ ମଧ୍ୟ ଏହିପରି ସୁନାମ ଅର୍ଜନ କରିବେ ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ଜିଲ୍ଳ୍ା ପ୍ରଶାସନ ତରପଂରୁ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଚ୍ଚ୍ଥ, ଉତ୍ତରୀୟ ଓ ଉପଢୈାକନ ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା । ଏହି ବିଦାୟକାଳୀନ ସମ୍ୱର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟ କଲେକ୍ଟର କୁଳମଣି ନାୟକ, ଅସ୍ମିତା ଦାଶ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା,ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି, ଜିଲ୍ଳ୍ା ମଙ୍ଗଳ ଅଧିକାରୀ ବୁଧଦେବ ପଣ୍ଡା, ଜିଲ୍ଳ୍ା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଓ.ଏସ୍.ଡି. ତରଣୀସେନ ପଟ୍ଟନାୟକ, ଜିଲ୍ଳ୍ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଳ୍ିକ, ଜିଲ୍ଳ୍ା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସୁବାଷ ସାମଲ, ଜିଲ୍ଳ୍ା ସଂସ୍ଥା ଅଧିକାରୀ ଅଲେଖ ମହାରଣା ପ୍ରମୁଖ ଉପସ୍ଥିତ ରହି ଅଧିକାରୀ ଶ୍ରୀ ସେଠୀଙ୍କ କାର୍ଯ୍ୟଦକ୍ଷତା ଉପରେ ବକ୍ତବ୍ୟ ରଖିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ଲୋକ ସଂପର୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା
|
May 22, 2022 |
