Homeଜିଲ୍ଲା ପରିକ୍ରମାସମ୍ବଲପୁରବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲା ପାଲଙ୍କ ଦ୍ଵାରସ୍ତ ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲା ପାଲଙ୍କ ଦ୍ଵାରସ୍ତ Raju Patel | December 4, 2021 | Spread the love ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଗଡ଼ଲୋଇସିଂହ ପଞ୍ଚାୟତର ବଡ଼ପାଲ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ବଡ଼ପାଲ ଛକରୁ ଗାଁକୁ ରାସ୍ତାଟିଏ ନାହିଁ ବୋଲି ଅଭିଯୋଗ କରିବା ସହିତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାପାଳ କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Related Posts ସମ୍ବଲପୁର ଜ଼ିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କ କାର୍ଯ୍ୟଭାର ଗ୍ରହଣ January 6, 2022 | Sandhan News | ଅଧିକ ପଢନ୍ତୁ ପୂର୍ବତନ ସ୍ୱାସ୍ଥମନ୍ତ୍ରୀ ସନାତନ ବିଶିଙ୍କର ପରଲୋକ April 14, 2020 | Manas Kumar Rout | ଅଧିକ ପଢନ୍ତୁ ଜମନକିରା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୫୦ ଟି ଅଭିଯୋଗ ପଞ୍ଜୀକୃତ December 4, 2025 | Hemanta Bhainsa | ଅଧିକ ପଢନ୍ତୁ ଯୁଯୋମୁରା ଓଭର ବ୍ରିଜରେ ପାଣି,ଗମନାଗମନ ବାଧାପ୍ରାପ୍ତ August 6, 2024 | Hemanta Bhainsa | ଅଧିକ ପଢନ୍ତୁ About The Author sandhan@sundargada@news More From This Author Add Comment Cancel reply Save my name, email, and website in this browser for the next time I comment.
ସମ୍ବଲପୁର ଜ଼ିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କ କାର୍ଯ୍ୟଭାର ଗ୍ରହଣ January 6, 2022 | Sandhan News | ଅଧିକ ପଢନ୍ତୁ
ଜମନକିରା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୫୦ ଟି ଅଭିଯୋଗ ପଞ୍ଜୀକୃତ December 4, 2025 | Hemanta Bhainsa | ଅଧିକ ପଢନ୍ତୁ