ଭିଜିଲାସନ୍ସ ଜାଲ ରେ ବିଦ୍ୟୁତ୍ ବିଭାଗ JEE

Spread the love
ବଡ଼ଚଣା: ୦୫/୧୦/୨୦୨୦ (ସନ୍ଧାନ ନିଉଜ) ଭିଜିଲାସନ୍ସ ଜାଲରେ ବିଦୁତ ବିଭାଗ JEE ବଡ଼ଚଣା ବିଦୁତ ଉପଖଣ୍ଡ ର JEE ସ୍ୱାଧୀନ କୁମାର ସାହୁ 10000 ଟଙ୍କା ଲାଞ୍ଚ ନେଉ ଥିବା ବେଳେ, ଯାଜପୁର ଭିଜିଲାସନ୍ସ ଦ୍ୱାରା ଗିରଫ ହୋଇଛନ୍ତି, ସ୍ଥାନୀୟ ଚଣ୍ଡିଖୋଲ ନିକଟ ନୂଆ ସୂଂଗୁଡା ଗ୍ରାମରର  ଚିତରଞ୍ଜନ ନାୟକ ଘର ପାଖରେ ଥିବା 11 kv ବିଦୁତ ଲାଇନ ସ୍ଥାନାନ୍ତର ନେଇ ବଡ଼ଚଣା ବିଦୁତ ବିଭାଗ କୁ ଲିଖିତ ଅଭିଯୋଗ କରି ଥିଲେ, ଏ ନେଇ ବାରମ୍ବାର ଅଫିସ କୁ ଯାଇ ଥିଲେ ସୁଦ୍ଧା କୌଣସି ସମାଧାନ ହୋଇ ନଥିବା ବେଳେ, ବିଦୁତ ବିଭାଗ JEE ସ୍ୱାଧୀନ କୁମାର ସାହୁ ଏଥି ପାଇଁ 10000 ଟଙ୍କା ଲାଞ୍ଚ ମାଗି ଥିଲେ, ଏ ନେଇ ଯାଜପୁର ଭିଜିଲାସନ୍ସ କୁ ଅଭିଯୋଗ କାରି ଜଣାଇ ଥିଲେ ଆଜି ଭିଜିଲାସନ୍ସ ଟିମ ବଡ଼ଚଣା ବିଦୁତ ଉପଖଣ୍ଡ ରେ ପହଂଚି JEE 10000 ଟଙ୍କା ଲାଞ୍ଚ ନେଉ ଥିବା ବେଳେ. ତାଙ୍କୁ ରେଡ ହ୍ୟାଣ୍ଡ ଧରି ଥିଲେ, ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ସହ ସମ୍ପୃକ୍ତ JEE ଙ୍କୁ ଗିରଫ କରିଛନ୍ତି, ଭିଜିଲାସନ୍ସ  À.S.P ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ଥିଲା। ଯାହାର ତଦନ୍ତ ଅଧିକରୁ ଅଧିକ ଜାରି ରହିଛି।

Related Posts

About The Author

Add Comment