ନାଗରିକତା ଆଇନକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

Spread the love
ସୁନ୍ଦରଗଡ଼ ୧୪/୧/୨୦୨୦ (ସନ୍ଧାନ ନିଉଜ) : ନାଗରିକତା (ସଂଶୋଧନ) ଆଇନକୁ ନେଇ ସୁନ୍ଦରଗଡ଼ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରିଜେନ୍ତ ମାର୍କେଟ ଅଞ୍ଚଳରେ ଆଇନର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଆଇନକୁ ବିରୋଧ କରୁଥିବା ଗୋଟିଏ ଗୋଷ୍ଠୀ ପଥର ମାଡ଼ କରିବାରୁ ଗଣ୍ଡଗୋଳର ସୁତ୍ରପାତ ହେବାରୁ ଘଟଣାସ୍ଥଳରେ ସୁନ୍ଦରଗଡ଼ ଏସପି ପହଞ୍ଚିଥିଲେ।

Related Posts

About The Author

Add Comment