Homeଆନ୍ତର୍ଜାତୀୟଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କରୋନା ପଜେଟିଭ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କରୋନା ପଜେଟିଭ Manas Kumar Rout | June 17, 2020 | Spread the love ନୂଆଦିଲ୍ଲୀ ୧୭/୦୬ (ସନ୍ଧାନ ନିଉଜ) ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କରୋନା ପଜେଟିଭ ବାହାରିଛନ୍ତି । ତାଙ୍କ ଶରୀରରେ ଜ୍ୱର ଲାଗି ରହିବାରୁ ସେ ଦ୍ୱିତୀୟ ଥର ପାଇଁ କରୋନା ଟେଷ୍ଟ କରିଥିଲେ । ଯେଉଁଥିରେ ସେ ପଜେଟିଭ ଥିବା ରିପୋର୍ଟ ବାହାରିଛି । Related Posts ବିସ୍କୁଟ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଅଜା ଗିରଫ December 17, 2025 | Manas Kumar Rout | ଅଧିକ ପଢନ୍ତୁ ବିଶ୍ୱସ୍ତରୀୟ କ୍ୟାନ୍ସର ହସ୍ପିଟାଲ୍ର ଠିକଣା ବଦଳିଛି February 5, 2021 | 2005lindadavis1989 | ଅଧିକ ପଢନ୍ତୁ covid Statement of Odisha todays April 22, 2021 | Sandhan News | ଅଧିକ ପଢନ୍ତୁ ୮ ଘଣ୍ଟାର ବିଳମ୍ବ ହେବାରୁ ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ January 31, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବିସ୍କୁଟ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଅଜା ଗିରଫ December 17, 2025 | Manas Kumar Rout | ଅଧିକ ପଢନ୍ତୁ
୮ ଘଣ୍ଟାର ବିଳମ୍ବ ହେବାରୁ ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ January 31, 2021 | 2005lindadavis1989 | ଅଧିକ ପଢନ୍ତୁ