Homeଅପରାଧଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ Biswajit Parida | October 1, 2019 | Spread the love ନୂଆଦିଲ୍ଲୀ,୦୧/୧୦ (ସନ୍ଧାନ ନିଉଜ),:ଧାରା ୩୭୦ ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି ମଧ୍ୟ କରାଯାଇଛି । ତଥାପି ପାକ୍ ଆତଙ୍କବାଦୀ ସଂଗଠନ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି ସେହିଭଳି ଆଜି ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋଟକ ଜବତ କରିଛି ଭାରତୀୟ ସେନା । ଏକ ବଡ଼ ଆତଙ୍କବାଦୀ ହମଲା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଛି । ବସ୍ଷ୍ଟାଣ୍ଡରୁ ଏକ ବସରେ ବ୍ୟାଗ୍ ଭିତରେ ୧୫ କେଜିର ବିସ୍ଫୋଟକ ମିଳିଥିବା ବେଳେ ବସ୍ କଣ୍ଡକ୍ଟର ଏହି ବିସ୍ଫୋଟକ ସ୍ଥାନାନ୍ତର ପାଇଁ କାହାଠୁ ଟଙ୍କା ନେଇଥିବା ଜଣାପଡ଼ିଛି । ତେବେ କଠୁଆର ବିଲାବରରେ ବସ୍ କଣ୍ଡକ୍ଟରକୁ ଏହି ବ୍ୟାଗ ଦିଆଯାଇଥିବା ସୂଚନା ମିଳିଛି । Related Posts ବାଲେଶ୍ଵର ଆକ୍ରମଣ କରି ଲୁଟ ; ମହିଳା ଗୁରୁତର January 17, 2020 | Biswajit Parida | ଅଧିକ ପଢନ୍ତୁ ତିହିଡ଼ି ରେ କୁଣ୍ଡିନଦୀ ସୁଇଚ ଗେଟ୍ କୁ ନେଇ ଜନ ଅସନ୍ତୋଷ July 6, 2026 | Manas Kumar Rout | ଅଧିକ ପଢନ୍ତୁ ବାଇକ୍ ଆରୋହୀଙ୍କ ଠାରୁ ମୋବାଇଲ୍ ଓ ଟଙ୍କା ଲୁଟ୍, ୨ ଅଭିଯୁକ୍ତ କୋର୍ଟଚାଲାଣ March 7, 2019 | Manas Kumar Rout | ଅଧିକ ପଢନ୍ତୁ ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ: ରାଜପଥ ସମ୍ପ୍ରସାରଣ ପାଇଁ ବିଭିନ୍ନ ମହଲରୁ ଦାବୀ December 15, 2023 | sandhan@sambalpur@news | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.
ବାଇକ୍ ଆରୋହୀଙ୍କ ଠାରୁ ମୋବାଇଲ୍ ଓ ଟଙ୍କା ଲୁଟ୍, ୨ ଅଭିଯୁକ୍ତ କୋର୍ଟଚାଲାଣ March 7, 2019 | Manas Kumar Rout | ଅଧିକ ପଢନ୍ତୁ
ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ: ରାଜପଥ ସମ୍ପ୍ରସାରଣ ପାଇଁ ବିଭିନ୍ନ ମହଲରୁ ଦାବୀ December 15, 2023 | sandhan@sambalpur@news | ଅଧିକ ପଢନ୍ତୁ