Homeଅପରାଧଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ Biswajit Parida | October 1, 2019 | Spread the love ନୂଆଦିଲ୍ଲୀ,୦୧/୧୦ (ସନ୍ଧାନ ନିଉଜ),:ଧାରା ୩୭୦ ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି ମଧ୍ୟ କରାଯାଇଛି । ତଥାପି ପାକ୍ ଆତଙ୍କବାଦୀ ସଂଗଠନ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି ସେହିଭଳି ଆଜି ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋଟକ ଜବତ କରିଛି ଭାରତୀୟ ସେନା । ଏକ ବଡ଼ ଆତଙ୍କବାଦୀ ହମଲା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଛି । ବସ୍ଷ୍ଟାଣ୍ଡରୁ ଏକ ବସରେ ବ୍ୟାଗ୍ ଭିତରେ ୧୫ କେଜିର ବିସ୍ଫୋଟକ ମିଳିଥିବା ବେଳେ ବସ୍ କଣ୍ଡକ୍ଟର ଏହି ବିସ୍ଫୋଟକ ସ୍ଥାନାନ୍ତର ପାଇଁ କାହାଠୁ ଟଙ୍କା ନେଇଥିବା ଜଣାପଡ଼ିଛି । ତେବେ କଠୁଆର ବିଲାବରରେ ବସ୍ କଣ୍ଡକ୍ଟରକୁ ଏହି ବ୍ୟାଗ ଦିଆଯାଇଥିବା ସୂଚନା ମିଳିଛି । Related Posts ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା। ୩ଜଣ ଗୁରୁତର April 2, 2022 | Santosh Rout | ଅଧିକ ପଢନ୍ତୁ ଆନ୍ଦୋଳନକୁ ଡାକ୍ତର ମାନେ ଦାବି ପୂରଣ ପାଇଁ ଓହ୍ଲାଇଲେ July 3, 2026 | Manas Kumar Rout | ଅଧିକ ପଢନ୍ତୁ ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ June 23, 2023 | Hemanta Bhainsa | ଅଧିକ ପଢନ୍ତୁ ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ଯାତ୍ରା ; ବିପଦସଙ୍କୁଳ ପୋଲର ରାସ୍ତା ଶୋଚନୀୟ July 18, 2018 | Santosh Rout | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା। ୩ଜଣ ଗୁରୁତର April 2, 2022 | Santosh Rout | ଅଧିକ ପଢନ୍ତୁ
ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ June 23, 2023 | Hemanta Bhainsa | ଅଧିକ ପଢନ୍ତୁ
ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ଯାତ୍ରା ; ବିପଦସଙ୍କୁଳ ପୋଲର ରାସ୍ତା ଶୋଚନୀୟ July 18, 2018 | Santosh Rout | ଅଧିକ ପଢନ୍ତୁ