କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଇସ୍ତପା, ଥଣ୍ଡା ହେବ ଛାତ୍ର ଆନ୍ଦୋଳନ

Spread the love

ନୁଆଦିଲ୍ଲୀ (ସନ୍ଧାନ ନ୍ୟୁଜ) ଦୀର୍ଘ ୨୪ଦିନ ଧରି ଛାତ୍ର ଆନ୍ଦୋଳନ, ସିଜେପି, ଏବଂ ସୋନାମ ୱାଙ୍ଗଚୁ ଏବଂ ଆନା ହାଜରେ ଏଥିପାଇଁ ଧାରଣା ମାର୍ଚ୍ଚ ଆଦି ଜାରି ରଖିଥିଲେ । ଫଳରେ ଏହାକୁ ନେଇ ସାରା ଭାରତ ବର୍ଷରେ ବିଜେପି ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଥିଲା । ଏପରିକି ଜନ୍ତର ମନ୍ତ୍ରରରେ ଆନ୍ଦୋଳନ ଛାତ୍ରଛାତ୍ରୀ ମାନଙ୍କ ଉପରେ ପୋଲିସ ଅତର୍କିତ ଆକ୍ରମଣ କରିଥିଲା । ଏହାକୁ ନଇ ବିଜେପି ପକ୍ଷରୁ ବିଭିନ୍ନ ପ୍ରର୍ଯ୍ୟାୟରେ ଆଲୋଚନା ଜାରି ରହିଥିବା ବେଳେ ଆଜି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତାପ ଦେଇଛନ୍ତି । ତାଙ୍କର ଇସ୍ତପା ପତ୍ର ସେ ରାଷ୍ଟ୍ରପତିଙ୍କ ପ୍ରଦାନ କରି ଶିକ୍ଷା ମନ୍ତ୍ରୀ ଅବ୍ୟହତ ନେଇଥିବା ଦର୍ଶାଇଛନ୍ତି । ସୂଚନା ଥାଉକି ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟ ପ୍ରସଙ୍ଗକୁ ନେଇ ସିଜେପି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ପ୍ରଥମେ ଧାରଣା ଏବଂ ସାଂସଦ ଘେରାଉ କରାଯାଇଥିଲା । ଏହାକୁ ଅନ୍ୟ ରାଜନୌତିକ ଦଳ ଗୁଡିକ ମଧ୍ୟ ସମର୍ଥନ ଜଣାଇଥିଲେ ।

Related Posts

About The Author

Add Comment