Homeଓଡିଶାଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ Manas Kumar Rout | June 9, 2018 | Spread the love ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପୁସ୍ତିକା ଉନ୍ମୋଚନ କରିବା ପରେ ଛାତ୍ରଛାତ୍ରୀମାନେ www.chseodisha.nic.inଓ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। Sandhan news Related Posts ବାଲିପଦରରେ ବିଶ୍ୱକର୍ମା ସମାଜର ମିଳିତ ବୈଠକ December 23, 2020 | Sandhan News | ଅଧିକ ପଢନ୍ତୁ ବ୍ୟାପକ ଫସଲ କ୍ଷତି ଯୋଗୁ ବିଷ ପିଇ ଚାଷୀ ଆତ୍ମହତ୍ୟା, ପ୍ରତିବାଦରେ ୫ ଘଂଟା ଧରି ଜାତୀୟ ରାଜପଥ ଅବରୋଧ, ପରିବାରକୁ ଥଇଥାନ ସହିତ କ୍ଷତିପୂରଣ ଦାବି April 14, 2019 | Manas Kumar Rout | ଅଧିକ ପଢନ୍ତୁ ଅନ୍ଲାଇନ୍ ଠକେଇ ଉପରେ କିପରି ଲାଗିବ ଲଗାମ୍ February 10, 2021 | 2005lindadavis1989 | ଅଧିକ ପଢନ୍ତୁ ଭାରତରେ ଲଞ୍ଚ ହେଲା ଗୋଜିରୋ ଇଲେକ୍ଟ୍ରିକ୍ ବାଇକ୍, ଥରେ ଚାର୍ଜ କଲେ ଯିବ ୬୦କିଲୋମିଟର March 28, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବ୍ୟାପକ ଫସଲ କ୍ଷତି ଯୋଗୁ ବିଷ ପିଇ ଚାଷୀ ଆତ୍ମହତ୍ୟା, ପ୍ରତିବାଦରେ ୫ ଘଂଟା ଧରି ଜାତୀୟ ରାଜପଥ ଅବରୋଧ, ପରିବାରକୁ ଥଇଥାନ ସହିତ କ୍ଷତିପୂରଣ ଦାବି April 14, 2019 | Manas Kumar Rout | ଅଧିକ ପଢନ୍ତୁ
ଭାରତରେ ଲଞ୍ଚ ହେଲା ଗୋଜିରୋ ଇଲେକ୍ଟ୍ରିକ୍ ବାଇକ୍, ଥରେ ଚାର୍ଜ କଲେ ଯିବ ୬୦କିଲୋମିଟର March 28, 2019 | Sandhan News | ଅଧିକ ପଢନ୍ତୁ