Homeଓଡିଶାଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ Manas Kumar Rout | June 9, 2018 | Spread the love ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପୁସ୍ତିକା ଉନ୍ମୋଚନ କରିବା ପରେ ଛାତ୍ରଛାତ୍ରୀମାନେ www.chseodisha.nic.inଓ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। Sandhan news Related Posts ଆସିଲା ୭ କରୋନା ଆକ୍ରାନ୍ତ ଟ୍ରାଭେଲ ହିଷ୍ଟ୍ରି April 25, 2020 | Manas Kumar Rout | ଅଧିକ ପଢନ୍ତୁ ରାଜ୍ୟରେ ପ୍ରଥମ ଥ୍ରୀଡି ପାଠାଗାର, ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା July 15, 2021 | Santosh Rout | ଅଧିକ ପଢନ୍ତୁ ମହିଳାଙ୍କ ରକ୍ତଭିଜା ମୃତଦେହ ଜବତ ଘଟଣା January 16, 2021 | 2005lindadavis1989 | ଅଧିକ ପଢନ୍ତୁ ଏଲସିଙ୍କ ସହ ଆଇଡିଏଲ ମଜଦୁର ସଭାର ସୌଜନ୍ୟମୂଳକ ସାକ୍ଷାତ July 3, 2020 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ରାଜ୍ୟରେ ପ୍ରଥମ ଥ୍ରୀଡି ପାଠାଗାର, ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା July 15, 2021 | Santosh Rout | ଅଧିକ ପଢନ୍ତୁ