Homeଜିଲ୍ଲା ପରିକ୍ରମାକଟକଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ Manas Kumar Rout | June 7, 2018 | Spread the love16 16Shares କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ ଆର ଜେ ୦୪ ଜିଏ ୪୯୫୮ ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ ହାସଦା, ଆଂଗୁଳିଆ ର ନରତ୍ତୋମ ହାସଦା, ବାସୁଦେବପୁର ର ସୁନାରାମ ମୁଣ୍ଡା କୁ ଗିରଫ କରିଥିବା ଜଣାପଡିଛି। 16Shares Related Posts ମନଷା ପୂଜାରେ ଉତ୍ସବ ମୁଖର ଲାଲଟାଙ୍କି October 19, 2019 | Manas Kumar Rout | ଅଧିକ ପଢନ୍ତୁ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ, ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା December 31, 2020 | 2005lindadavis1989 | ଅଧିକ ପଢନ୍ତୁ ବ୍ରାହ୍ମଣୀ ସେତୁରେ ଦୃଘଟଣା ୧୦ ଘଣ୍ଟା ଧରି ଚଳା ଚଳ ଠପ :ବହୁ ସମୟ ଧରି ନାହିଁ ନଥିବା ଅସୁବିଧାରେ ଅଞ୍ଚଳବାସୀ September 9, 2020 | Biswajit Parida | ଅଧିକ ପଢନ୍ତୁ ଯାଜପୁର ଜିଲ୍ଲାପାଳଙ୍କୁ ଗାଁ ସାଥି ସଂଘ ତରଫରୁ ଦାବିପତ୍ର ପ୍ରଦାନ September 2, 2021 | Santosh Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ, ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା December 31, 2020 | 2005lindadavis1989 | ଅଧିକ ପଢନ୍ତୁ
ବ୍ରାହ୍ମଣୀ ସେତୁରେ ଦୃଘଟଣା ୧୦ ଘଣ୍ଟା ଧରି ଚଳା ଚଳ ଠପ :ବହୁ ସମୟ ଧରି ନାହିଁ ନଥିବା ଅସୁବିଧାରେ ଅଞ୍ଚଳବାସୀ September 9, 2020 | Biswajit Parida | ଅଧିକ ପଢନ୍ତୁ
ଯାଜପୁର ଜିଲ୍ଲାପାଳଙ୍କୁ ଗାଁ ସାଥି ସଂଘ ତରଫରୁ ଦାବିପତ୍ର ପ୍ରଦାନ September 2, 2021 | Santosh Rout | ଅଧିକ ପଢନ୍ତୁ