Homeଜିଲ୍ଲା ପରିକ୍ରମାକଟକଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ Manas Kumar Rout | June 7, 2018 | Spread the love16 16Shares କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ ଆର ଜେ ୦୪ ଜିଏ ୪୯୫୮ ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ ହାସଦା, ଆଂଗୁଳିଆ ର ନରତ୍ତୋମ ହାସଦା, ବାସୁଦେବପୁର ର ସୁନାରାମ ମୁଣ୍ଡା କୁ ଗିରଫ କରିଥିବା ଜଣାପଡିଛି। 16Shares Related Posts ଗାଁ ଦାଣ୍ଡରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା August 14, 2021 | Sandhan News | ଅଧିକ ପଢନ୍ତୁ ଯାଜପୁର ପୌର ନିର୍ବାଚନର ଇ.ଭି.ଏମ୍ ମେସିନ୍ ଅଦଳବଦଳ ହୋଇଥିବା ଅଭିଯୋଗ କଲା March 26, 2022 | Sandhan News | ଅଧିକ ପଢନ୍ତୁ ୫୦ଫୁଟ ଉଚ୍ଚ ପାଣିଟାଙ୍କିରୁ ଉଦ୍ଧାର ହେଲେ ମାନସିକ ବିକୃତ ବ୍ୟକ୍ତି September 14, 2020 | Sandhan News | ଅଧିକ ପଢନ୍ତୁ ସ୍ତ୍ରୀର ନିର୍ଯ୍ୟାତନା ଅଭିଯୋଗ ପରେ ଆତ୍ମହତ୍ୟା କଲା ସ୍ୱାମୀ July 17, 2021 | Santosh Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଯାଜପୁର ପୌର ନିର୍ବାଚନର ଇ.ଭି.ଏମ୍ ମେସିନ୍ ଅଦଳବଦଳ ହୋଇଥିବା ଅଭିଯୋଗ କଲା March 26, 2022 | Sandhan News | ଅଧିକ ପଢନ୍ତୁ
୫୦ଫୁଟ ଉଚ୍ଚ ପାଣିଟାଙ୍କିରୁ ଉଦ୍ଧାର ହେଲେ ମାନସିକ ବିକୃତ ବ୍ୟକ୍ତି September 14, 2020 | Sandhan News | ଅଧିକ ପଢନ୍ତୁ