Homeଜିଲ୍ଲା ପରିକ୍ରମାକଟକଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ Manas Kumar Rout | June 7, 2018 | Spread the love16 16Shares କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ ଆର ଜେ ୦୪ ଜିଏ ୪୯୫୮ ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ ହାସଦା, ଆଂଗୁଳିଆ ର ନରତ୍ତୋମ ହାସଦା, ବାସୁଦେବପୁର ର ସୁନାରାମ ମୁଣ୍ଡା କୁ ଗିରଫ କରିଥିବା ଜଣାପଡିଛି। 16Shares Related Posts ଭିଜିଲାସନ୍ସ ଜାଲ ରେ ବିଦ୍ୟୁତ୍ ବିଭାଗ JEE October 6, 2020 | Santosh Rout | ଅଧିକ ପଢନ୍ତୁ ବିଜେପି ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଅଧ୍ୟକ୍ଷାଙ୍କୁ ଚଣ୍ଡିଖୋଲରେ ସମ୍ବର୍ଦ୍ଧନା August 30, 2018 | Manas Kumar Rout | ଅଧିକ ପଢନ୍ତୁ ନାଟ୍ୟଗୁରୁ ଧନେଶ୍ୱର ଓ ଶିକ୍ଷାବିତ୍ ପିତବାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ November 24, 2020 | Sandhan News | ଅଧିକ ପଢନ୍ତୁ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବାଲିଶଙ୍କରା ଭାଟିପଡ଼ା ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା June 14, 2026 | Raju Patel | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବିଜେପି ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଅଧ୍ୟକ୍ଷାଙ୍କୁ ଚଣ୍ଡିଖୋଲରେ ସମ୍ବର୍ଦ୍ଧନା August 30, 2018 | Manas Kumar Rout | ଅଧିକ ପଢନ୍ତୁ
ନାଟ୍ୟଗୁରୁ ଧନେଶ୍ୱର ଓ ଶିକ୍ଷାବିତ୍ ପିତବାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ November 24, 2020 | Sandhan News | ଅଧିକ ପଢନ୍ତୁ
ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବାଲିଶଙ୍କରା ଭାଟିପଡ଼ା ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା June 14, 2026 | Raju Patel | ଅଧିକ ପଢନ୍ତୁ