ଭଦ୍ରକ ର ନୂଆ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ଓ କରାଣ୍ଡିମାଳ ବନ୍ୟା ପ୍ରଭାବିତ ଅଞ୍ଚଳ କୁ ଗ୍ରସ୍ତ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ର ଅଧିବାସୀ ମାନଙ୍କୁ ସେମାନଙ୍କ ସମସ୍ୟା ସଂପର୍କ ରେ ପଚାରି ବୁଝି ଥିଲେ। ପରେ ପରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ସାହାଣୀଙ୍କୁ ସ୍ବାସ୍ଥ୍ୟ, ଓ ରିଲିଫ କାର୍ଯ୍ୟ କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚାନ୍ଦବାଲି ବିଡ଼ିଓ, ତହସିଲଦାର ଓ ରାଜସ୍ବ ବିଭାଗ ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଭଦ୍ରକ ର ନୂଆ ଜିଲ୍ଲାପାଳ ଙ୍କ ଚାନ୍ଦବାଲି ବନ୍ୟା ପ୍ରଭାବିତ ଅଞ୍ଚଳ ଗ୍ରସ୍ତ
|
August 3, 2026 |



