Homeଜିଲ୍ଲା ପରିକ୍ରମାସୁନ୍ଦରଗଡ଼ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ Raju Patel | December 4, 2021 | Spread the love ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଗଡ଼ଲୋଇସିଂହ ପଞ୍ଚାୟତର ବଡ଼ପାଲ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ବଡ଼ପାଲ ଛକରୁ ଗାଁକୁ ରାସ୍ତାଟିଏ ନାହିଁ ବୋଲି ଅଭିଯୋଗ କରିବା ସହିତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାପାଳ କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Related Posts ବିଦ୍ୟୁତ୍ ମରାମତି ନାମରେ ବିଜୁଳି କାଟ,ଲୋକେ ଅସନ୍ତୁଷ୍ଟ July 26, 2025 | Raju Patel | ଅଧିକ ପଢନ୍ତୁ फाइनेंस कंपनियों के खिलाफ कांग्रेस का हल्ला बोल September 19, 2020 | Biswajit Parida | ଅଧିକ ପଢନ୍ତୁ କାଳବୈଶାଖୀ ଝଡ଼ରେ ଉଡିଲା ଘରର ଆଜବେଷ୍ଟସ, ଖପର ; ରାସ୍ତାରେ ଗଛର ଡାଳ ପଡି ଅବରୋଧ May 13, 2026 | Raju Patel | ଅଧିକ ପଢନ୍ତୁ ସୁନ୍ଦରଗଡ ଭୋଜପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୭ ଗୁରୁତର January 30, 2021 | Sandhan News | ଅଧିକ ପଢନ୍ତୁ About The Author sandhan@sundargada@news More From This Author Add Comment Cancel reply Save my name, email, and website in this browser for the next time I comment.
କାଳବୈଶାଖୀ ଝଡ଼ରେ ଉଡିଲା ଘରର ଆଜବେଷ୍ଟସ, ଖପର ; ରାସ୍ତାରେ ଗଛର ଡାଳ ପଡି ଅବରୋଧ May 13, 2026 | Raju Patel | ଅଧିକ ପଢନ୍ତୁ