Homeଜିଲ୍ଲା ପରିକ୍ରମାସୁନ୍ଦରଗଡ଼ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ Raju Patel | December 4, 2021 | Spread the love ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଗଡ଼ଲୋଇସିଂହ ପଞ୍ଚାୟତର ବଡ଼ପାଲ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ବଡ଼ପାଲ ଛକରୁ ଗାଁକୁ ରାସ୍ତାଟିଏ ନାହିଁ ବୋଲି ଅଭିଯୋଗ କରିବା ସହିତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାପାଳ କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Related Posts ସମସ୍ୟାରେ ବନ୍ଦୀ ସରକାରୀ ପ୍ରାଥମିକ ବିଦ୍ୟାଳୟ! August 12, 2019 | Manas Kumar Rout | ଅଧିକ ପଢନ୍ତୁ ଆରପାରିରେ ରୋଜଗାରିଆ ପୁଅ, ଚିନ୍ତାରେ ପରିବାର July 27, 2020 | Manas Kumar Rout | ଅଧିକ ପଢନ୍ତୁ ଜାତୀୟ ପ୍ରେସ୍ ଦିବସ: ସାମ୍ବାଦିକତା – ବାର୍ତା ଓ ବ୍ୟାଖ୍ୟାନ ଏକ ଯାତ୍ରା’ ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଟିତ November 17, 2019 | Manas Kumar Rout | ଅଧିକ ପଢନ୍ତୁ ଶଗଡ଼ଭଙ୍ଗାରୁ ଅଜଣା ଲୋକର ମୃତଦେହ ଉଦ୍ଧାର October 17, 2018 | Sandhan News | ଅଧିକ ପଢନ୍ତୁ About The Author sandhan@sundargada@news More From This Author Add Comment Cancel reply Save my name, email, and website in this browser for the next time I comment.
ଜାତୀୟ ପ୍ରେସ୍ ଦିବସ: ସାମ୍ବାଦିକତା – ବାର୍ତା ଓ ବ୍ୟାଖ୍ୟାନ ଏକ ଯାତ୍ରା’ ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଟିତ November 17, 2019 | Manas Kumar Rout | ଅଧିକ ପଢନ୍ତୁ