• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ସବଡେଗା ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • କଲାଣ୍ଡ ଆୟୁର୍ବେଦ ଚିକିତ୍ସାଳୟରେ ଯୋଗ ଦିବସ: ସୁସ୍ଥ ସମାଜ ଗଠନ ପାଇଁ ଗ୍ରାମବାସୀଙ୍କ ସଙ୍କଳ୍ପ
  • ବାଲିଶଙ୍କରା ବ୍ଲକ ସ୍ଥରୀୟ ଯୁଗୀ ଯୁଗୀଏନ ପ୍ରକଳ୍ପ ସମିତି ଗଠନ
  • ଭାଇବୋହୁ ଙ୍କୁ ଦେଢଶୁର ଲୁହା ଛଡ଼ ରେ ମାରାନ୍ତକ ଆକ୍ରମଣ, ତଲସରା ଥାନା ରେ ଏତଲା
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
  • ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ବିଲ ମାଲିକ ମୃତ, ଚାଲକ ଗୁରୁତର
  • ଦୁଇଟି ଟ୍ରଲର ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର, ଘଟଣା ତଦନ୍ତ ଘେରରେ
  • ନକଲି ଅଫିସର୍ ଘର ସର୍ଭେ ବାହାନାରେ ଲୁଟୁଛନ୍ତି ଟଙ୍କା, ଥାନାରେ ମାମଲା ରୁଜୁ
  • ମୌଳିକ ସୁବିଧାରୁ ବଞ୍ଚିତ ଜୁଜୁମୁରା ବ୍ଲକର ଦେଦରନୂଆଁପାଲି ଗ୍ରାମର ବୁଦେଲପାଲି ପଡ଼ା ଅଭିଯୋଗ ପରେ ବି ପ୍ରଶାସନ ନିଷ୍କ୍ରିୟ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
  • ପହିଲି ରଜରେ କନ୍ୟାମାନଙ୍କୁ ପୋଷାକ ବଣ୍ଟନ
Home
ସାହିତ୍ୟ
କବିତା
ପଢନ୍ତୁ କବିତା “ହେ ମହାମାନବ”

ପଢନ୍ତୁ କବିତା “ହେ ମହାମାନବ”

Manas Kumar Rout | April 16, 2020 |
Spread the love
     
ଜ୍ଞାନର ପ୍ରତୀକ ହେ ମହାମାନବ !
ବିଶ୍ବ-ସମାନତା ଶିରୋମଣି ,
ଆଧୁନିକ ଭାରତର ରାଷ୍ଟ୍ରନିର୍ମାତା
ତୁମେ ସର୍ବ -ସୁଗୁଣର ଖଣି ।  (୧)
ଗୁଣଜ୍ଞ-ପଣ୍ଡିତ, ପ୍ରତିଭା-ମଣ୍ଡିତ
ସାହିତ୍ଯିକ ବାଗ୍ମୀବର ,
ଜାତିର ଗୌରବ, ଜାତିର ସୌରଭ
ବାଣୀଗର୍ଭ-ଯଶସ୍କର ।  (୨)
ତୁମରି ଲେଖନୀ ଛିଣ୍ଡାଏ ଧମନୀ
ଜଲାଏ ବିପ୍ଲବ ବହ୍ନି ,
ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ
ବିନାଶ କରିବା ପାଇଁ ।  (୩)
ଗଣତାନ୍ତ୍ରିକ ମୂଲ୍ଯବୋଧ ଆଧାରିତ
ସମ୍ବିଧାନ କଲ ସଂରଚନା ,
ସମତା, ବନ୍ଧୁତା, ନ୍ଯାୟ,ସ୍ବତନ୍ତ୍ରତା
ପ୍ରମାଣ କରେ ଯା’ର ପ୍ରସ୍ଥାବନା ।  (୪)
ଆୱାଜ୍ ଦେଲ ହେ ମହାନ ସଂଗ୍ରାମୀ
ବିପ୍ଳବର ନୂଆ ସ୍ବର ,
ମୈତ୍ରୀ ପତାକା ଉଡ଼ି ଫରଫର
ବିବିଧତା ହେଲା ଦୂର ।  (୫)
ବହୁଜନ ସମାଜର ତ୍ରାଣକର୍ତା
ନାରୀ-ଜାତି ମୁକ୍ତିଦାତା ,
ମାନବତାବାଦ କଲ ପ୍ରତିଷ୍ଠା
ତୁମେ ହେ ରାଷ୍ଟ୍ରନିର୍ମାତା ।  (୬)
ଭାରତ ମାଟିର ପାଣି ପବନ
ପ୍ରତି ଭାରତୀୟ ହୃଦସ୍ପନ୍ଦନ,
କାଳର ବକ୍ଷରେ ଜାଜ୍ଜୁଲ୍ଯମାନ
ତୁମେ ହେ ଅମର ସନ୍ତାନ ।
ଆମ୍ବେଦକର ହେ ଜନ-ନାୟକ
ପୃଥିବୀର କ୍ରାନ୍ତି ଜ୍ଯୋତି ,
ସ୍ବର୍ଣାକ୍ଷରେ ଲେଖା ଅଛି ଇତିହାସେ
ତୁମରି ଅମ୍ଳାନ କିର୍ତି ।  (୮)
ତୁମକୁ କା’ ସଂଗେ ତୁଳନା କରିବି
ନିଜର ତୁଳନା ନିଜେ ,
ରାଜ ଅଧିରାଜ ରୁପରେ ଆଜି ହେ
କୋଟି ହୃଦୟରେ ବିଜେ ।  (୯)
ହେ ମହାମାନବ ଦରଦୀ ହୃଦୟ
ପ୍ରଣତି ଜଣାଏ ଜାତି,
ପ୍ରେରଣା ଦାୟକ ତୁମ୍ଭ ଶୁଭାଶିଷ
ମାଗୁଅଛୁ ମଥାପାତି ।   (୧୦)
ବେଣୁଧର ସୁରୁଜାଳ
ସ.ଶିକ୍ଷକ, ଉଳୁଣ୍ଡା, ସୁବର୍ଣ୍ଣପୁର
ଦୂରଭାଷ-9778881774
ReplyForward

Related Posts

ନାବାଳିକାକୁ ଅସଦ।ଚରଣ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ

March 14, 2026 | Manas Kumar Rout |
ଅଧିକ ପଢନ୍ତୁ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନ ଗୁରୁତର

February 21, 2021 | Biswajit Parida |
ଅଧିକ ପଢନ୍ତୁ

ଘରେ ଘରେ କଂଗ୍ରେସ ଘରେ ଘରେ ହାତ” କାର୍ଯ୍ୟକ୍ରମର ଶୁଭାରମ୍ଭ (ଦୁଇ ଶାସକ ଦଳକୁ ପ୍ରଚାର ପତ୍ର ମାଧ୍ୟମରେ ଟାର୍ଗେଟ କଲା ଦଳ)

September 26, 2023 | Hemanta Bhainsa |
ଅଧିକ ପଢନ୍ତୁ

ବନ ବିଭାଗ ପକ୍ଷରୁ ୬୭’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ।

October 7, 2021 | Sandhan News |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ସବଡେଗା ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • କଲାଣ୍ଡ ଆୟୁର୍ବେଦ ଚିକିତ୍ସାଳୟରେ ଯୋଗ ଦିବସ: ସୁସ୍ଥ ସମାଜ ଗଠନ ପାଇଁ ଗ୍ରାମବାସୀଙ୍କ ସଙ୍କଳ୍ପ
  • ବାଲିଶଙ୍କରା ବ୍ଲକ ସ୍ଥରୀୟ ଯୁଗୀ ଯୁଗୀଏନ ପ୍ରକଳ୍ପ ସମିତି ଗଠନ
  • ଭାଇବୋହୁ ଙ୍କୁ ଦେଢଶୁର ଲୁହା ଛଡ଼ ରେ ମାରାନ୍ତକ ଆକ୍ରମଣ, ତଲସରା ଥାନା ରେ ଏତଲା
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
  • ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ବିଲ ମାଲିକ ମୃତ, ଚାଲକ ଗୁରୁତର
  • ଦୁଇଟି ଟ୍ରଲର ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର, ଘଟଣା ତଦନ୍ତ ଘେରରେ
  • ନକଲି ଅଫିସର୍ ଘର ସର୍ଭେ ବାହାନାରେ ଲୁଟୁଛନ୍ତି ଟଙ୍କା, ଥାନାରେ ମାମଲା ରୁଜୁ
  • ମୌଳିକ ସୁବିଧାରୁ ବଞ୍ଚିତ ଜୁଜୁମୁରା ବ୍ଲକର ଦେଦରନୂଆଁପାଲି ଗ୍ରାମର ବୁଦେଲପାଲି ପଡ଼ା ଅଭିଯୋଗ ପରେ ବି ପ୍ରଶାସନ ନିଷ୍କ୍ରିୟ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
  • ପହିଲି ରଜରେ କନ୍ୟାମାନଙ୍କୁ ପୋଷାକ ବଣ୍ଟନ

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|