• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ଅକ୍ଟୋବର ମାସ ପାଇଁ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କ ଖାତାକୁ ଗଲା 2 କୋଟି 62 ଲକ୍ଷ 2 ହଜାର 800 ଟଙ୍କା
  • ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଏକତା ଦିବସ ପାଳନ
  • ମନ୍ଦିର ରେ ଡାକ ବାଜି ଯନ୍ତ୍ର ବାଜିବା ଦ୍ବାରା ଜନ ଅସନ୍ତୋଷ ବୃଦ୍ଧି
  • ଯାଜପୁର ଜିଲ୍ଲାସ୍ତରୀୟ ପୋଷ୍ଟ ଡିଜାଷ୍ଟର ଫିଲ୍ଡ ଆସେସମେଣ୍ଟ (PDNA) ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
  • କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ; ଶପଥ ନେଲେ ଡ. ସତ୍ୟଜିତ ନାୟକ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତଳସରା ଥାନା ପକ୍ଷରୁ ତଳସରା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
  • ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଶିଶୁଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା
Home
ସାହିତ୍ୟ
କବିତା
ପଢନ୍ତୁ କବିତା “ହେ ମହାମାନବ”

ପଢନ୍ତୁ କବିତା “ହେ ମହାମାନବ”

Manas Kumar Rout | April 16, 2020 |
Spread the love
     
ଜ୍ଞାନର ପ୍ରତୀକ ହେ ମହାମାନବ !
ବିଶ୍ବ-ସମାନତା ଶିରୋମଣି ,
ଆଧୁନିକ ଭାରତର ରାଷ୍ଟ୍ରନିର୍ମାତା
ତୁମେ ସର୍ବ -ସୁଗୁଣର ଖଣି ।  (୧)
ଗୁଣଜ୍ଞ-ପଣ୍ଡିତ, ପ୍ରତିଭା-ମଣ୍ଡିତ
ସାହିତ୍ଯିକ ବାଗ୍ମୀବର ,
ଜାତିର ଗୌରବ, ଜାତିର ସୌରଭ
ବାଣୀଗର୍ଭ-ଯଶସ୍କର ।  (୨)
ତୁମରି ଲେଖନୀ ଛିଣ୍ଡାଏ ଧମନୀ
ଜଲାଏ ବିପ୍ଲବ ବହ୍ନି ,
ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ
ବିନାଶ କରିବା ପାଇଁ ।  (୩)
ଗଣତାନ୍ତ୍ରିକ ମୂଲ୍ଯବୋଧ ଆଧାରିତ
ସମ୍ବିଧାନ କଲ ସଂରଚନା ,
ସମତା, ବନ୍ଧୁତା, ନ୍ଯାୟ,ସ୍ବତନ୍ତ୍ରତା
ପ୍ରମାଣ କରେ ଯା’ର ପ୍ରସ୍ଥାବନା ।  (୪)
ଆୱାଜ୍ ଦେଲ ହେ ମହାନ ସଂଗ୍ରାମୀ
ବିପ୍ଳବର ନୂଆ ସ୍ବର ,
ମୈତ୍ରୀ ପତାକା ଉଡ଼ି ଫରଫର
ବିବିଧତା ହେଲା ଦୂର ।  (୫)
ବହୁଜନ ସମାଜର ତ୍ରାଣକର୍ତା
ନାରୀ-ଜାତି ମୁକ୍ତିଦାତା ,
ମାନବତାବାଦ କଲ ପ୍ରତିଷ୍ଠା
ତୁମେ ହେ ରାଷ୍ଟ୍ରନିର୍ମାତା ।  (୬)
ଭାରତ ମାଟିର ପାଣି ପବନ
ପ୍ରତି ଭାରତୀୟ ହୃଦସ୍ପନ୍ଦନ,
କାଳର ବକ୍ଷରେ ଜାଜ୍ଜୁଲ୍ଯମାନ
ତୁମେ ହେ ଅମର ସନ୍ତାନ ।
ଆମ୍ବେଦକର ହେ ଜନ-ନାୟକ
ପୃଥିବୀର କ୍ରାନ୍ତି ଜ୍ଯୋତି ,
ସ୍ବର୍ଣାକ୍ଷରେ ଲେଖା ଅଛି ଇତିହାସେ
ତୁମରି ଅମ୍ଳାନ କିର୍ତି ।  (୮)
ତୁମକୁ କା’ ସଂଗେ ତୁଳନା କରିବି
ନିଜର ତୁଳନା ନିଜେ ,
ରାଜ ଅଧିରାଜ ରୁପରେ ଆଜି ହେ
କୋଟି ହୃଦୟରେ ବିଜେ ।  (୯)
ହେ ମହାମାନବ ଦରଦୀ ହୃଦୟ
ପ୍ରଣତି ଜଣାଏ ଜାତି,
ପ୍ରେରଣା ଦାୟକ ତୁମ୍ଭ ଶୁଭାଶିଷ
ମାଗୁଅଛୁ ମଥାପାତି ।   (୧୦)
ବେଣୁଧର ସୁରୁଜାଳ
ସ.ଶିକ୍ଷକ, ଉଳୁଣ୍ଡା, ସୁବର୍ଣ୍ଣପୁର
ଦୂରଭାଷ-9778881774
ReplyForward

Related Posts

ଆଜି ରାଉରକେଲା ବନ୍ଦ

January 29, 2020 | Sandhan News |
ଅଧିକ ପଢନ୍ତୁ

ବରିଷ୍ଠ ଆଇନଜୀବିଙ୍କ ବିୟୋଗରେ ଶୋକସଭା

December 27, 2023 | sandhan@sambalpur@news |
ଅଧିକ ପଢନ୍ତୁ

ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ

December 21, 2024 | sandhan@sambalpur@news |
ଅଧିକ ପଢନ୍ତୁ
ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା:ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା:ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

December 10, 2023 | sandhan@sambalpur@news |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ଅକ୍ଟୋବର ମାସ ପାଇଁ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କ ଖାତାକୁ ଗଲା 2 କୋଟି 62 ଲକ୍ଷ 2 ହଜାର 800 ଟଙ୍କା
  • ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଏକତା ଦିବସ ପାଳନ
  • ମନ୍ଦିର ରେ ଡାକ ବାଜି ଯନ୍ତ୍ର ବାଜିବା ଦ୍ବାରା ଜନ ଅସନ୍ତୋଷ ବୃଦ୍ଧି
  • ଯାଜପୁର ଜିଲ୍ଲାସ୍ତରୀୟ ପୋଷ୍ଟ ଡିଜାଷ୍ଟର ଫିଲ୍ଡ ଆସେସମେଣ୍ଟ (PDNA) ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
  • କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ; ଶପଥ ନେଲେ ଡ. ସତ୍ୟଜିତ ନାୟକ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ତଳସରା ଥାନା ପକ୍ଷରୁ ତଳସରା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
  • ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଶିଶୁଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|