ରାଉରକେଲା,୧୮/୧୨ (ସନ୍ଧାନ ନିଉଜ) : ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଗୋଟିଧର ଗ୍ରାମ ନିକଟରେ ଥିବା ରାଜୁ ପଠାକ ନାମକ ଜଣେ ବ୍ୟକ୍ତିଙ୍କପଥରଖାଦାନରେ ଗତ ୯/୩/୧୮ରେବିସ୍ଫୋରଣ ବେଳେ ଦୂର୍ଘଟଣାରେଆହତ ହୋଇ କଲାକୁଜର ଗ୍ରାମପଞ୍ଚାୟତର ଝରାବାହାଲ ଗ୍ରାମରଲ ରେନ ମାଝୀଙ୍କର ମୃତ୍ୟୁହୋଇଯାଇଥିଲା । ସେତେବେଳେ ଏହିଘଟଣାରେ ପୋଲିସ ଖାଦନାର ବେଞ୍ଜାମିନ ଚାଣ୍ଡିଲ ଓ ବୁଧନ ମୁଣ୍ଡାରୀନାମକ ୨ ଜଣକୁ ଗିରଫ କରିଥିବାବେଳେ ମାଲିକ ରାଜୁ ପାଠକଯଦିଓ ଫେରାର ହୋଇଯାଇଥିଲାତେବେ ପରେ ହାଇକୋର୍ଟରୁ ଅଗ୍ରିମଜାମିନ ଆଣିଥିଲେ ।
ଏହି ଘଟଣାରେ ତଦନ୍ତ କରୁଥିବା ପୋଲିସ ଖାଦନକୁ ବିସ୍ଫୋରକ ଯୋଗାଉଥିବା କଲୁଙ୍ଗା କଲୋନୀ ବାସିନ୍ଦା ଆଲୋକ ସାମଲକୁଗିରଫ ପାଇଁ ଯୋଜନା କରୁଥିବାବେଳେସେ ଫେରାର ହୋଇଯାଇଥିଲେ । ଆଜିଦୀର୍ଘ ଦେଢ ବର୍ଷ ପରେ ଆଲୋକ ନିଜଘରକୁ ଆସିଥିବା ଜଣାପଡିବା ପରେପୋଲିସ ଚଢାଉ କରି ଆଲୋକକୁ ଗିରଫ କରି କୋର୍ଟଚାଲାଣ କରିଥିବାଜଣାପଡିଛି ।
ଚୋରାରେ ବାରୁଦ ଯୋଗାଣ ମାମଲା,୨ ଗିରଫ

Related Posts
ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ୍ ଦେଲେ ସୁରକ୍ଷା ବଳ, ଜଣେ ଆତଙ୍କବାଦୀ ମୃତ ,ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ
ଚଣ୍ଡିଖୋଲରେ ପୁଲିସ ନିଷ୍କ୍ରିୟ:ବଢୁଛି ରାହାଜାନୀ ଓ ଟ୍ରାଫିକ ସମସ୍ୟା
ଆଇପିଏଲ୍: ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ ରନ୍, ଚେନ୍ନାଇକୁ ମିଳିଲା ୧୭୬ ରନ୍ ଟାର୍ଗେଟ


