ରାଉରକେଲା,୧୮/୧୨ (ସନ୍ଧାନ ନିଉଜ) : ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଗୋଟିଧର ଗ୍ରାମ ନିକଟରେ ଥିବା ରାଜୁ ପଠାକ ନାମକ ଜଣେ ବ୍ୟକ୍ତିଙ୍କପଥରଖାଦାନରେ ଗତ ୯/୩/୧୮ରେବିସ୍ଫୋରଣ ବେଳେ ଦୂର୍ଘଟଣାରେଆହତ ହୋଇ କଲାକୁଜର ଗ୍ରାମପଞ୍ଚାୟତର ଝରାବାହାଲ ଗ୍ରାମରଲ ରେନ ମାଝୀଙ୍କର ମୃତ୍ୟୁହୋଇଯାଇଥିଲା । ସେତେବେଳେ ଏହିଘଟଣାରେ ପୋଲିସ ଖାଦନାର ବେଞ୍ଜାମିନ ଚାଣ୍ଡିଲ ଓ ବୁଧନ ମୁଣ୍ଡାରୀନାମକ ୨ ଜଣକୁ ଗିରଫ କରିଥିବାବେଳେ ମାଲିକ ରାଜୁ ପାଠକଯଦିଓ ଫେରାର ହୋଇଯାଇଥିଲାତେବେ ପରେ ହାଇକୋର୍ଟରୁ ଅଗ୍ରିମଜାମିନ ଆଣିଥିଲେ ।
ଏହି ଘଟଣାରେ ତଦନ୍ତ କରୁଥିବା ପୋଲିସ ଖାଦନକୁ ବିସ୍ଫୋରକ ଯୋଗାଉଥିବା କଲୁଙ୍ଗା କଲୋନୀ ବାସିନ୍ଦା ଆଲୋକ ସାମଲକୁଗିରଫ ପାଇଁ ଯୋଜନା କରୁଥିବାବେଳେସେ ଫେରାର ହୋଇଯାଇଥିଲେ । ଆଜିଦୀର୍ଘ ଦେଢ ବର୍ଷ ପରେ ଆଲୋକ ନିଜଘରକୁ ଆସିଥିବା ଜଣାପଡିବା ପରେପୋଲିସ ଚଢାଉ କରି ଆଲୋକକୁ ଗିରଫ କରି କୋର୍ଟଚାଲାଣ କରିଥିବାଜଣାପଡିଛି ।
ଚୋରାରେ ବାରୁଦ ଯୋଗାଣ ମାମଲା,୨ ଗିରଫ

Related Posts
ରୁଦ୍ରପୁର ଠାରୁ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାକାମ ଅତି ନିମ୍ନମାନର
ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧା ନିଖୋଜ
ଜାଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ : ଆଶ୍ରମର ପୂର୍ବତନ ଅନ୍ତେବାସୀ ଦେଇଥିଲା ଧମକ : ଘଟଣାର ପର୍ଦ୍ଦାଫାଶ କଲେ ଏସପି


