• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
  • ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଶିଶୁଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା
  • ଡିଜେର ଶବ୍ଦ ନୁହେଁ, ମାନବିକତାର ସ୍ୱର ଉଚ୍ଚ ହେଉ”: ଜନସାଧାରଣଙ୍କୁ ଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ନିବେଦନ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଦକ୍ଷିଣାଞ୍ଚଳ ରାଜ୍ୱସ ଆୟୁକ୍ତ ଭାବେ ଯୋଗ ଦେଲେ ବିଜୟ ଅମୃତ କୁଲାଙ୍ଗେ।
  • ବାଲେଶ୍ଵର ଜିଲ୍ଲାପାଳ ଙ୍କ ଅଚାନକ ସିମୁଳିଆ ବ୍ଲକ ପରିଦର୍ଶନ।
  • ଯାଜପୁରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସଚେତନତା ସପ୍ତାହ ପାଳିତ, ସମସ୍ତ କର୍ମଚାରୀ ନେଲେ ସାଧୁତାର ଶପଥ
  • ବିଞ୍ଝାରପୁର ବ୍ଲକର ହୋଟେଲରୁ ଜଣେ ଶିଶୁ ଶ୍ରମିକ ଉଦ୍ଧାର
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପର ସମୀକ୍ଷା କଲେ ସଚିବ ଶ୍ରୀ ଗିରିଶ ଏସ୍‌.ଏନ୍‌.
Home
ଜିଲ୍ଲା ପରିକ୍ରମା
ଅନୁଗୁଳ
କେମିତି ଚାଲିଛି ମାଟ୍ରିକ୍‌ ପରୀକ୍ଷା? : କେତେକ କେନ୍ଦ୍ରରେ ବେଧଡ଼କ କପି ଯୋଗାଣ, ପାଚେରି ଡେଇଁ କପି ଯେଗାଉଛନ୍ତି ଅଭିଭାବକ

କେମିତି ଚାଲିଛି ମାଟ୍ରିକ୍‌ ପରୀକ୍ଷା? : କେତେକ କେନ୍ଦ୍ରରେ ବେଧଡ଼କ କପି ଯୋଗାଣ, ପାଚେରି ଡେଇଁ କପି ଯେଗାଉଛନ୍ତି ଅଭିଭାବକ

Manas Kumar Rout | February 26, 2019 |
Spread the love
1    
1
Share

 ଭୁବନେଶ୍ୱର,୨୬/୨(ସନ୍ଧାନ ନିଉଜ) କଟକଣା, ନିୟମ, ଗାଇଡ୍‌ଲାଇନ୍‌ କିଛି ବି କାଟୁ କରୁନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ଉଦ୍ୟମ ବିଫଳ ହୋଇଛି। ଯେତେ ଯାହା କଲେ ବି ମାଟ୍ରିକ ପରୀକ୍ଷାରେ କପି ରୋକାଯାଇପାରୁନି। ପ୍ରଥମ ଦିନ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ପରେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ଶିକ୍ଷକ, ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ତୁରନ୍ତ ଏତଲା ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି। ତଥାପି କପି ରୋକା ଯାଇପାରୁନି।

ଦ୍ବିତୀୟ ଦିନରେ ଆଜି ଇ˚ରାଜୀ ବିଷୟର ପରୀକ୍ଷା ଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷାର୍ଥୀମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବା ସହ ସିଟ୍‌ରେ ବସିଥିଲେ। ପ୍ରଶ୍ନର ଉତ୍ତର ଲେଖିବାର କିଛି ସମୟ ପରେ ବାହାରେ ଏକ ପ୍ରଶ୍ନପତ୍ର ବୁଲିଥିଲା। ପ୍ରଥମେ ଅବଜେକ୍‌ଟିଭ୍‌ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ବାହାରକୁ ଆସିଥିଲା। ପରେ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା। କିଛି କ୍ଷଣ ମଧ୍ୟରେ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚି ଯାଇଥିଲା ଭାଇରାଲ ପ୍ରଶ୍ନପତ୍ର। ଢେଙ୍କାନାଳ ଓ ବଲାଙ୍ଗୀର‌ରୁ ଇଂରାଜୀ ‘ଏ’ ସେଟ୍‌ ଭାଇରାଲ ହୋଇଥିବା ଚର୍ଚ୍ଚା ଚାଲିଥିଲା। ପ୍ରଶ୍ନପତ୍ର କିଭଳି ବାହାରକୁ ଆସୁଛି? ସୁପରିଟେଣ୍ତେଣ୍ଟଙ୍କ ବ୍ୟତୀତ ଆଉ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ କେନ୍ଦ୍ରକୁ ମୋବାଇଲ୍‌ ନେଉନାହାନ୍ତି। ତଥାପି କେମିତି ପ୍ରଶ୍ନପତ୍ର ଭାଇରାଲ୍‌ ହେଉଛି ବୋଲି ଅଭିଭାବକ ପ୍ରଶ୍ନ ଉଠାଇଥିଲେ। ହେଲେ ପରୀକ୍ଷା ସରିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ୍‌ ପ୍ରଶ୍ନପତ୍ର ଭାଇରାଲ୍‌କୁ ଖଣ୍ଡନ କରିବା ସହିତ ଏହା ଗୁଜବ ବୋଲି କହିଥିଲେ। ଏହା ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ଚିନ୍ତା ଦୂର କରାଇଥିଲା।

ମାତ୍ର ପରିଷଦ ସଭାପତିଙ୍କ ଏଭଳି ଏହି ସାନ୍ତ୍ବନା ବେଶି ସମୟ ରହି ନଥିଲା। ମାତ୍ର କିଛି ସମୟ ମଧ୍ୟରେ ଢେଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ର ବାହାରର ଦୃଶ୍ୟ ପ୍ରଶ୍ନପତ୍ର ଭାଇରାଲର ପ୍ରକୃତ ଚିତ୍ରକୁ ପଦାରେ ପକାଇଥିଲା। ପରୀକ୍ଷା କେନ୍ଦ୍ର ଭିତରେ ପରୀକ୍ଷାର୍ଥୀ ଥିବା ବେଳେ ବାହାରେ କପି ଯୋଗାଣ ହେଉଥିଲା। ଅଭିଭାବକ ୫ରୁ ୬ ଫୁଟ୍‌ ଉଚ୍ଚତାର ପାଚେରି ଡେଇଁ ଛାତ୍ରଛାତ୍ରୀଙ୍କ କପି ଯୋଗାଉଥିଲେ। ଜଗିବାକୁ ନା ପୁଲିସ କର୍ମୀ ଥିଲେ ନା କୌଣସି ପ୍ରଶାସନିକ ଅଧିକାରୀ। ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଶ୍ନପତ୍ର କେନ୍ଦ୍ର ବାହାରକୁ ଆସିବା ସହ ପରୀକ୍ଷାର୍ଥୀ ମନ ଇଚ୍ଛା କପି କରି ଚାଲିଥିଲେ।

ପ୍ରତିଦିନ ପରୀକ୍ଷା ସମୟରେ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠୁଥିବାରୁ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି ଯେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଟ୍ରିକ୍‌ରେ ବି ପ୍ରଶ୍ନପତ୍ର ଭାଇରାଲ୍‌ ହେଉଛି। ଗତ ୬ ବର୍ଷ ମଧ୍ୟରେ ୧୩ଟି ପ୍ରମୁଖ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଓଡ଼ିଶାର ଭବିଷ୍ୟତଙ୍କ ପାଇଁ ବିଜେଡି ସରକାର ଗୁରୁତ୍ବ ଦେଉ ନଥିବା ସେ କହିଛନ୍ତି।

କେନ୍ଦ୍ର ‌ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ନିଜର ଅପାରଗତା ପାଇଁ ଓଡ଼ିଶାର ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ସ୍କୁଲ ପାଚେରି ପାଖରେ ଅନେକ ଲୋକ କପି ଦେଉଛନ୍ତି। ସ୍କୁଲ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି। ଯେଉଁ ସରକାରର ଶାସନ କରିବାର ଇଚ୍ଛା ଶକ୍ତି ନଥାଏ, ଏହାକୁ ଅପାରଗତା ଓ ସ୍ଥାଣୁ କୁହାଯାଏ। ଆଜି ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

1
Share

Related Posts

Naveen In High Level Committee To Commemorate Netaji’s 125th Birth Anniversary

January 10, 2021 | 2005lindadavis1989 |
ଅଧିକ ପଢନ୍ତୁ

ବିଜୁସେତୁ ଟନେଲ ଦବିବାରୁ ଶ୍ରମିକ ମୃତ; ଅନ୍ୟଜଣେ ଗୁରୁତ୍ତର ସାଥୀ ଶ୍ରମିକଙ୍କ ଆକ୍ରମଣରେ ୨ସୁପରଭାଇଜର ଆହତ

January 28, 2021 | Sandhan News |
ଅଧିକ ପଢନ୍ତୁ

ଜାଣନ୍ତୁ ଆଜିର ରାଶିଫଳ

February 3, 2021 | 2005lindadavis1989 |
ଅଧିକ ପଢନ୍ତୁ

ମାକ୍ସିମୋ ଧକ୍କାରରେ ବାଇକ ଆରୋହୀ ମୃତ, ଚାଳକ ଅଟକ

April 13, 2019 | Manas Kumar Rout |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
  • ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଶିଶୁଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା
  • ଡିଜେର ଶବ୍ଦ ନୁହେଁ, ମାନବିକତାର ସ୍ୱର ଉଚ୍ଚ ହେଉ”: ଜନସାଧାରଣଙ୍କୁ ଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ନିବେଦନ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଦକ୍ଷିଣାଞ୍ଚଳ ରାଜ୍ୱସ ଆୟୁକ୍ତ ଭାବେ ଯୋଗ ଦେଲେ ବିଜୟ ଅମୃତ କୁଲାଙ୍ଗେ।
  • ବାଲେଶ୍ଵର ଜିଲ୍ଲାପାଳ ଙ୍କ ଅଚାନକ ସିମୁଳିଆ ବ୍ଲକ ପରିଦର୍ଶନ।
  • ଯାଜପୁରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସଚେତନତା ସପ୍ତାହ ପାଳିତ, ସମସ୍ତ କର୍ମଚାରୀ ନେଲେ ସାଧୁତାର ଶପଥ
  • ବିଞ୍ଝାରପୁର ବ୍ଲକର ହୋଟେଲରୁ ଜଣେ ଶିଶୁ ଶ୍ରମିକ ଉଦ୍ଧାର
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପର ସମୀକ୍ଷା କଲେ ସଚିବ ଶ୍ରୀ ଗିରିଶ ଏସ୍‌.ଏନ୍‌.

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|