Homeଓଡିଶାଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ Manas Kumar Rout | June 9, 2018 | Spread the love ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପୁସ୍ତିକା ଉନ୍ମୋଚନ କରିବା ପରେ ଛାତ୍ରଛାତ୍ରୀମାନେ www.chseodisha.nic.inଓ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। Sandhan news Related Posts ଗୁମୁରି କାନ୍ଦୁଛି କମାରଶାଳ: ତାତୁନି ଲୁହା, ଶୁଖୁନି ଲୁହ October 4, 2019 | Manas Kumar Rout | ଅଧିକ ପଢନ୍ତୁ ବଜ୍ରାଘାତରେ ଦୁଇ କେନ୍ଦୁପତ୍ର କର୍ମଚାରୀ ମୃତ March 20, 2020 | Manas Kumar Rout | ଅଧିକ ପଢନ୍ତୁ ୧୨୭ ବାଟାଲିୟନ ଦ୍ୱାରା ବିରାତା ଦିବସ ପାଳିତ April 11, 2022 | Manas Kumar Rout | ଅଧିକ ପଢନ୍ତୁ ସନ୍ଧାନ ନିୟୁଜର ମେ ମାସର ଇ ପେପର ପାଇବା ପାଇଁ ନିମ୍ନ ଲିଙ୍କରେ କ୍ଲିକ କରି ଡାଉନଲୋଡ କରନ୍ତୁ, ସେୟାର କରନ୍ତୁ April 25, 2019 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସନ୍ଧାନ ନିୟୁଜର ମେ ମାସର ଇ ପେପର ପାଇବା ପାଇଁ ନିମ୍ନ ଲିଙ୍କରେ କ୍ଲିକ କରି ଡାଉନଲୋଡ କରନ୍ତୁ, ସେୟାର କରନ୍ତୁ April 25, 2019 | Manas Kumar Rout | ଅଧିକ ପଢନ୍ତୁ