କ୍ରୋଧିତ ଲୋକଙ୍କୁ ଘଉଡ଼ାଇବା ଲାଗି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୃଦୁ ଲାଠୀ ଚାର୍ଜ କରିଥିଲା । ଏହି ଘଟଣା ପରେ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। Archive