ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଗରିବ ପରିବାର ମୁହଁରେ ହସ

Spread the love

ସୁନ୍ଦରଗଡ଼ ତା;୧୪/୩/୨୦୨୬( ସନ୍ଧାନ ନ୍ୟୁଜ)ଗରିବ ଓ ଅସହାୟ ପରିବାରମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ରାଜ୍ୟ ସରକାରଙ୍କ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୬୧ ଯୋଡ଼ି ନବଦମ୍ପତିଙ୍କ ସମୂହ ବିବାହ ସଫଳତାର ସହ ଆୟୋଜିତ ହୋଇଛି। ଏହି ପବିତ୍ର ଅବସରରେ ସମସ୍ତ ନବଦମ୍ପତିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଆଶୀର୍ବାଦଦେବା ସହିତ ତାଙ୍କର ଦାମ୍ପତ୍ୟ ଜୀବନ ସୁଖ, ସମୃଦ୍ଧି ଓ ଭଲପାଇବାରେ ପରିପୂର୍ଣ୍ଣ ହେଉ ମା ସମଲେଶ୍ଵରୀଙ୍କ ନିକଟରେ ମୋର ପ୍ରାର୍ଥନା। ଆଗାମୀ ଦିନରେ ସରକାର ମାଆ ସହିତ ଶିଶୁ ଙ୍କ ସୁବିଧା ପାଇଁ ବିକାଶର ନୂଆ ରାହା ବାହାର କରିବାର ସୂଚନା ରହିଛି ।

Related Posts

About The Author

Add Comment