Homeଜିଲ୍ଲା ପରିକ୍ରମାସୁନ୍ଦରଗଡ଼ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ Raju Patel | December 4, 2021 | Spread the love ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଗଡ଼ଲୋଇସିଂହ ପଞ୍ଚାୟତର ବଡ଼ପାଲ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ବଡ଼ପାଲ ଛକରୁ ଗାଁକୁ ରାସ୍ତାଟିଏ ନାହିଁ ବୋଲି ଅଭିଯୋଗ କରିବା ସହିତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାପାଳ କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Related Posts ଦୁର୍ଗା ପୂଜା ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥାନା ଅଧିକାରୀଙ୍କ ପ୍ରସ୍ତୁତି ବୈଠକ October 8, 2024 | sandhan@sambalpur@news | ଅଧିକ ପଢନ୍ତୁ ରାଜ୍ୟ ରାଜପଥ – ୧୦ ରେ ବୁଲୁଛନ୍ତି ଗଜରାଜ August 24, 2025 | Raju Patel | ଅଧିକ ପଢନ୍ତୁ ସ୍ୱାମୀ ଅଗ୍ନିବେଶଙ୍କର ହୃଦଘାତରେ ନିଧନ September 11, 2020 | Sandhan News | ଅଧିକ ପଢନ୍ତୁ ହତ୍ୟା ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ November 1, 2020 | Manas Kumar Rout | ଅଧିକ ପଢନ୍ତୁ About The Author sandhan@sundargada@news More From This Author Add Comment Cancel reply Save my name, email, and website in this browser for the next time I comment.
ଦୁର୍ଗା ପୂଜା ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥାନା ଅଧିକାରୀଙ୍କ ପ୍ରସ୍ତୁତି ବୈଠକ October 8, 2024 | sandhan@sambalpur@news | ଅଧିକ ପଢନ୍ତୁ