Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଗଣଦୁଷ୍କର୍ମର ଶିକାର ହେଲେ ମହିଳା ଗଣଦୁଷ୍କର୍ମର ଶିକାର ହେଲେ ମହିଳା Manas Kumar Rout | January 9, 2021 | Spread the love ମୟୁରଭଞ୍ଜ, 09/01.(ସନ୍ଧାନ ନ୍ୟୁଜ) ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏପରି ଲଜ୍ଜାଜନକ ଘଟଣାଘଟିଛି ବାରିପଦା ଟାଉନଥାନା ଅଧୀନରେ। ମିଳୁଥିବା ସୂଚନା ଅନୁଯାୟୀ ମହିଳା ଜଣକ ବାରିପଦା ସଦରଥାନା ଅଂଚଳର। ସେ ପ୍ରତେକ ଦିନ କାମ କରିବା ପାଇଁ ବାରିପଦା ଆସିଥାନ୍ତି । ତେବେ ଗତକାଲି ଚାରିଜଣ ଦୁର୍ବୁର୍ତ୍ତ ଏକ ଟାଟାଏସି ଗାଡ଼ିରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମର ଶିକାର ହୋଇ ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୋଲିସ 04 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଥାନାରେ 28/21 ନଂରେ ଏକ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରୀରହିଛି। Related Posts ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ଅଷ୍ଟ୍ରିଆର ଲେଖକ ପିଟର ହ୍ୟାଣ୍ଡକେଙ୍କୁ ସାହିତ୍ୟରେ ନୋବେଲ October 10, 2019 | Manas Kumar Rout | ଅଧିକ ପଢନ୍ତୁ ରାଜନଗର: ୪୦ କୁମ୍ଭୀର ଅଣ୍ଡା ଭିତରକନିକାରୁ ନନ୍ଦନକାନନ ଯିବ June 22, 2018 | Manas Kumar Rout | ଅଧିକ ପଢନ୍ତୁ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜ ଉତ୍ସବ ପାଳିତ ! June 14, 2020 | Manas Kumar Rout | ଅଧିକ ପଢନ୍ତୁ ସନାଙ୍କ ସମର୍ଥିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି April 4, 2019 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ଅଷ୍ଟ୍ରିଆର ଲେଖକ ପିଟର ହ୍ୟାଣ୍ଡକେଙ୍କୁ ସାହିତ୍ୟରେ ନୋବେଲ October 10, 2019 | Manas Kumar Rout | ଅଧିକ ପଢନ୍ତୁ