Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଗଣଦୁଷ୍କର୍ମର ଶିକାର ହେଲେ ମହିଳା ଗଣଦୁଷ୍କର୍ମର ଶିକାର ହେଲେ ମହିଳା Manas Kumar Rout | January 9, 2021 | Spread the love ମୟୁରଭଞ୍ଜ, 09/01.(ସନ୍ଧାନ ନ୍ୟୁଜ) ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏପରି ଲଜ୍ଜାଜନକ ଘଟଣାଘଟିଛି ବାରିପଦା ଟାଉନଥାନା ଅଧୀନରେ। ମିଳୁଥିବା ସୂଚନା ଅନୁଯାୟୀ ମହିଳା ଜଣକ ବାରିପଦା ସଦରଥାନା ଅଂଚଳର। ସେ ପ୍ରତେକ ଦିନ କାମ କରିବା ପାଇଁ ବାରିପଦା ଆସିଥାନ୍ତି । ତେବେ ଗତକାଲି ଚାରିଜଣ ଦୁର୍ବୁର୍ତ୍ତ ଏକ ଟାଟାଏସି ଗାଡ଼ିରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମର ଶିକାର ହୋଇ ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୋଲିସ 04 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଥାନାରେ 28/21 ନଂରେ ଏକ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରୀରହିଛି। Related Posts କେନ୍ଦୁଝର: ବାଇକ ଉପରେ ଚଢ଼ିଗଲା ପିକଅପ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର October 24, 2018 | Sandhan News | ଅଧିକ ପଢନ୍ତୁ ଥମୁନି ‘ମମିତା ମର୍ଡର’ ତାତି, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଉଠୁଛି ପଡୁଛି ରାଜ୍ୟ October 28, 2021 | Sandhan News | ଅଧିକ ପଢନ୍ତୁ ବିଶିଷ୍ଟ ମୂର୍ତ୍ତି ନିର୍ମାତା ରାମ ସୂତାରଙ୍କ ୧୦୦ ବର୍ଷ ବୟସରେ ପରଲୋକ, ଚର୍ଚ୍ଚିତ ଥିଲା ଲୌହମାନବଙ୍କ ପ୍ରତିମା December 18, 2025 | Manas Kumar Rout | ଅଧିକ ପଢନ୍ତୁ ବ୍ରହ୍ମରବଦା ପଂଚାୟତରେ ସରପଂଚ ପ୍ରାର୍ଥି ମାନଙ୍କ ମଧ୍ୟର କଡ଼ା ଟକ୍କର February 11, 2022 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
କେନ୍ଦୁଝର: ବାଇକ ଉପରେ ଚଢ଼ିଗଲା ପିକଅପ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର October 24, 2018 | Sandhan News | ଅଧିକ ପଢନ୍ତୁ
ଥମୁନି ‘ମମିତା ମର୍ଡର’ ତାତି, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଉଠୁଛି ପଡୁଛି ରାଜ୍ୟ October 28, 2021 | Sandhan News | ଅଧିକ ପଢନ୍ତୁ
ବିଶିଷ୍ଟ ମୂର୍ତ୍ତି ନିର୍ମାତା ରାମ ସୂତାରଙ୍କ ୧୦୦ ବର୍ଷ ବୟସରେ ପରଲୋକ, ଚର୍ଚ୍ଚିତ ଥିଲା ଲୌହମାନବଙ୍କ ପ୍ରତିମା December 18, 2025 | Manas Kumar Rout | ଅଧିକ ପଢନ୍ତୁ
ବ୍ରହ୍ମରବଦା ପଂଚାୟତରେ ସରପଂଚ ପ୍ରାର୍ଥି ମାନଙ୍କ ମଧ୍ୟର କଡ଼ା ଟକ୍କର February 11, 2022 | Manas Kumar Rout | ଅଧିକ ପଢନ୍ତୁ