କରୋନା ଭାଇରସ୍ କାରଣରୁ ସଂସଦର ଶୀତକାଳୀନ ଅଧିବେଶନ ସ୍ଥଗିତ ହେବ

Spread the love

ନୂଆ ଦିଲ୍ଲୀ, ୧୬/୧୧/୨୦ (ସନ୍ଧାନ ନିଉଜ) : ଦିଲ୍ଲୀରେ କରୋନା ମହାମାରୀ (କୋଭିଡ -୧୯) କୁ ଦୃଷ୍ଟିରେ ରଖି ସଂସଦର ଶୀତକାଳୀନ ଅଧିବେଶନକୁ ଏଥର ସ୍ଥଗିତ ରଖାଯାଇଛି ବୋଲି ଖବରରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁଯାୟୀ, ଶୀତ ଅଧିବେଶନକୁ ଆଗାମୀ ବଜେଟ୍ ଅଧିବେଶନ ସହିତ ମିଶ୍ରଣ କରାଯିବ। କୁହାଯାଉଛି ଯେ ଦିଲ୍ଲୀରେ କରୋନା ମହାମାରୀର ଶୀଘ୍ର ବିସ୍ତାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

Related Posts

About The Author

Add Comment