Homeଜିଲ୍ଲା ପରିକ୍ରମାକଟକଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ Manas Kumar Rout | June 7, 2018 | Spread the love16 16Shares କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ ଆର ଜେ ୦୪ ଜିଏ ୪୯୫୮ ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ ହାସଦା, ଆଂଗୁଳିଆ ର ନରତ୍ତୋମ ହାସଦା, ବାସୁଦେବପୁର ର ସୁନାରାମ ମୁଣ୍ଡା କୁ ଗିରଫ କରିଥିବା ଜଣାପଡିଛି। 16Shares Related Posts ଦୁର୍ଗମ ଅଞ୍ଚଳ ବୁଲିଲେ ପୂର୍ବତନ ବିଧାୟକ: ଶୁଣିଲେ କୁଟିଆ କନ୍ଧଙ୍କ ଗୁହାରୀ January 19, 2021 | Manas Kumar Rout | ଅଧିକ ପଢନ୍ତୁ ଜୁଆ ଆଡ୍ଡା ଉପରେ ଚଢଉ ୧୨ ଗିରଫ,୩ ଫେରାର July 18, 2020 | Manas Kumar Rout | ଅଧିକ ପଢନ୍ତୁ ବାଲିଗୁଡା ରେ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ January 22, 2023 | Hemanta Bhainsa | ଅଧିକ ପଢନ୍ତୁ ଅପରାଧ ସମୀକ୍ଷା January 3, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଦୁର୍ଗମ ଅଞ୍ଚଳ ବୁଲିଲେ ପୂର୍ବତନ ବିଧାୟକ: ଶୁଣିଲେ କୁଟିଆ କନ୍ଧଙ୍କ ଗୁହାରୀ January 19, 2021 | Manas Kumar Rout | ଅଧିକ ପଢନ୍ତୁ
ବାଲିଗୁଡା ରେ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ January 22, 2023 | Hemanta Bhainsa | ଅଧିକ ପଢନ୍ତୁ