ଫୋନି’ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ୪ ତାରିଖ ଯାଏଁ ବନ୍ଦ ରହିବ

Spread the love

ଭୁବନେଶ୍ୱର,୧/୫ (ସନ୍ଧାନ ନିୟୁଜ) ଫୋନି’ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲିଠାରୁ ୪ ତାରିଖ ଯାଏଁ ଏହା ବନ୍ଦ ରହିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେଣୁ ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ନନ୍ଦନକାନନକୁ ନ ଆସିବା ଲାଗି ପ୍ରାଣୀ ଉଦ୍ୟାନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related Posts

About The Author

Add Comment