ସ୍ବର୍ଗତ ମାଧବୀ ଲତା ଦାସ ଙ୍କ ଏକାଦଶ କ୍ରିୟା ସଂପନ୍ନ

Spread the love

ତିହିଡ଼ି  ୨୦ /୭/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି  ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ନାୟକ ସାହି ରେ ସ୍ଵର୍ଗତ ମାଧବୀ ଲତା ଦାସ ଙ୍କ ଶାଶୁ ଘର। ସ୍ବର୍ଗତ ଭାଗବତ ପ୍ରସାଦ ଦାସ ଙ୍କ ବୋହୂ ଥିଲେ ମାଧବୀ ଲତା ଦାସ। ମାଧବୀ ଲତା ଦାସ ଙ୍କ ମୃତ୍ୟୁ ଖବର ପାଇବା ପରେ ପାଳିଆ ବିନ୍ଧା ରେ ଶୋକ ର ଛାୟା ଖେଳି ଯାଇଥିଲା। କେନ୍ଦ୍ର ମନ୍ତ୍ରୀ (ପୁର୍ବତନ) ଶ୍ରୀକାନ୍ତ ଜେନା ଙ୍କ ଶାଶୁ ଥିଲେ ମାଧବୀ ଲତା ଦାସ। ତାଙ୍କର ଏକାଦଶ କ୍ରିୟା ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଭରତ ଚନ୍ଦ୍ର ସାହୁ, ନବକିଶୋର ମଲ୍ଲିକ, ବ୍ରଜ ଖୁଣ୍ଟିଆ, ଅମିୟ ରଞ୍ଜନ ମଲ୍ଲିକ, କିଶୋର ମଲ୍ଲିକ, ସରୋଜ କୁମାର ଦାସ, ଅକ୍ଷୟ କୁମାର ଦାସ, ମାନସ ଦାସ, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଆଗେଇ ନେଇଥିଲେ। ମାଧବୀ ଲତା ଦାସ ଙ୍କ ପୁତୁରା ବିଭୂତି ଭୂଷଣ ଦାସ,(ବୁଲୁ), ବିଶ୍ଵ ଭୂଷଣ ଦାସ (ବାଙ୍କୁ) ନିଜ ଗ୍ରାମ ପାଳିଆ ରେ ନିଜ କାକି ମା ଙ୍କ ଏକାଦଶ କ୍ରିୟା ସଂପନ୍ନ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ

Related Posts

About The Author

Add Comment